ଦୁବାଇ ବିମାନ ସୋ ରେ କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ ‘ତେଜସ୍’
ଦୁବାଇ: ଦୁବାଇ ଏୟାର ଶୋ’ ବେଳେ ଭାରତର ସ୍ୱଦେଶୀ ଫାଇଟର ବିମାନ ଏଲସିଏ ତେଜସ ନିଜର ଡେମୋନଷ୍ଟ୍ରେସନ ଫ୍ଲାଇଟ୍ ବେଳେ ହଠାତ୍ କ୍ରାସ୍ ହୋଇଥିଲା। ଏହି ଘଟଣା ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହରର ୨ଟା ୧୦ ମିନିଟ୍ରେ ହୋଇଥିଲା। ଏହି ସମୟରେ ହଜାର ହଜାର ଲୋକ ବିମାନର ଷ୍ଟଣ୍ଟ୍ ଦେଖୁଥିଲେ।ବିମାନଟି ବାୟୁରେ ମୋଡ ନେଉଥିଲାବେଳେ ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲା। କିଛି ହିଁ ସେକେଣ୍ଡରେ ଏହା ତଳକୁ ଖସିବା ଆରମ୍ଭ କରିଥିଲା ଏବଂ ସିଧା ଆସି ଭୂଇଁରେ ମାଡ଼ … Read more