ଭାରତୀୟ ମହିଳା ଦଳର ନେତୃତ୍ୱରୁ ହରମନପ୍ରୀତଙ୍କ ବିଦାୟ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ସଫଳ ତଥା ଅଭିଜ୍ଞ ଅଧିନାୟିକା ହରମନପ୍ରୀତ କୌର ସବୁ ଫର୍ମାଟ୍ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ୩୭ ବର୍ଷୀୟା ଏହି ଆଇସିସି ବିଶ୍ୱକପ ବିଜୟୀ କ୍ୟାପ୍ଟେନ୍ ଇନଷ୍ଟାଗ୍ରାମ୍ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ସେୟାର କରି ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି। ୨୦୧୬ରେ ଟି-୨୦ ଏବଂ ୨୦୨୨ରେ ମିତାଲି ରାଜଙ୍କ ଅବସର ପରେ ଦିନିକିଆ ଓ ଟେଷ୍ଟ ଦଳର ନେତୃତ୍ୱ ଭାର ଗ୍ରହଣ କରିଥିବା ହରମନପ୍ରୀତ, କ୍ୟାପ୍ଟେନ୍ସି … Read more