ବନ ବିଭାଗ କାର୍ଯ୍ୟାଳୟରୁ ୬୫ ଲକ୍ଷ ଟଙ୍କା ହେରଫେର ଘଟଣାରେ ୩ ଜଣ ଗିରଫ୍
ଭୁବନେଶ୍ୱର:ଢେଙ୍କାନାଳ ବନ ବିଭାଗ କାର୍ଯ୍ୟାଳୟରୁ ୬୫ ଲକ୍ଷ ଟଙ୍କା ହେରଫେର ଘଟଣାରେ ଆକାଉଣ୍ଟାଣ୍ଟଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ଭିଜିଲାନ୍ସ ବିଭାଗ ।ଧରା ପଡିବା ପରେ ଢେଙ୍କାନାଳ ବନ ବିଭାଗ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁଜିତ ଜେନାଙ୍କ ସହିତ ୩ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୁଜିତଙ୍କୁ ବାଦ୍ ଦେଲେ, ତାଙ୍କୁ ଏହି ଟଙ୍କା ହେରଫେରରେ ସହଯୋଗ କରିଥିବା ଢେଙ୍କାନାଳ ବନ ବିଭାଗର ହାତୀ ସ୍କ୍ୱାର୍ଡ କର୍ମଚାରୀ ସୌମ୍ୟରଂଜନ ବେହେରା ଓ ତାଙ୍କ ସମ୍ପର୍କୀୟ … Read more