ଟିଏମସିର ବିଦ୍ରୋହୀ ନେତା ମିଶିବେ ଏନ୍ସିପିଆଇରେ
ପଶ୍ଚିମବଙ୍ଗ:ଟିଏମସିର ବିଦ୍ରୋହୀ ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ(ଏନ୍ସିପିଆଇ)ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଏହି ଦଳରେ ମିଶିବେ ଓ ଏନଡିଏକୁ ସମର୍ଥନ କରିବେ। ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି ଘୋଷଣା କରିଛନ୍ତି।ବାଚସ୍ପତିଙ୍କ ସହ ବୈଠକ ପରେ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, ଆମେ ଟିଏମସିରୁ ନିର୍ବାଚିତ ହୋଇଥିବା ୨୦ ଜଣ ସାଂସଦ ବାଚସ୍ପତିଙ୍କୁ ଭେଟିଲୁ। ଅଲଗା ବସିବା ପାଇଁ ଅନୁରୋଧ କରି ଏକ ପତ୍ର ଦେଲୁ। ଏହି ୨୦ ଜଣ … Read more