ଓଡ଼ିଶାରେ ଏଥର ବିଜେପି ସରକାର: ହିମନ୍ତ ବିଶ୍ଵଶର୍ମା

ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେପି ସରକାର ଗଠନକରିବା ନେଇ ଦୃଢ଼ ଆଶାପୋଷଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଶର୍ମା ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଯୁକ୍ତି ରଖିବା ସହ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଓଡ଼ିଶା ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ଶର୍ମା କହିଛନ୍ତି, ଓଡ଼ିଶାରେ ବିଜୁ ଜନତା ଦଳ ଲୋକଙ୍କ ମନରେ … Read more

ମାନସ ମଙ୍ଗରାଜଙ୍କୁ  ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ  ପର୍ଯ୍ୟବେକ୍ଷକ ଦାୟିତ୍ଵ 

ଭୁବନେଶ୍ଵର: ସାଧାରଣ  ନିର୍ବାଚନ ୨୦୨୪ ପୂର୍ବରୁ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ତାଲିକାରେ ସାମାନ୍ୟ ଅଦଳବଦଳ ହୋଇଛି ।

ମେଣ୍ଟ ନୁହେଁ, ଲଢ଼େଇ ହେବ:ବିଜେପି ଓଡିଶା ପ୍ରଭାରି  ସୁନୀଲ ବଂଶଲ

ଭୁବନେଶ୍ୱର:  ରାଜ୍ୟ ବିଜେପିର ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ଆଜି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ସ୍ପଷ୍ଟ କରିଛନ୍ତି ଯେ ଯେ ଆଗାମୀ ଦିନରେ ବିଜେଡି ସହ ମେଣ୍ଟ କି ମିଳାମିଶା ନୁହେଁ  ୱାନ୍ ଟୁ ୱାନ୍ ଫାଇଟ୍ ହେବ ।

ଘସିପୁରାରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ 

ନବୀନ ଙ୍କ ବିକାଶ ରଥ କୁ ଆଗେଇ ନେବାକୁ କର୍ମୀମାଙ୍କୁ ଆହ୍ଵାନ ଦେଲେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର  କେନ୍ଦୁଝର: ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତୋ ଠାରେ ଏକ ବିଶାଳ କର୍ମୀ ସମାବେଶ ମହାସମାରୋହ ରେ ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବିଜେଡି ଯୁବ ନେତା ତଥା ଘସିପୁରା ବ୍ଲକ ପୂର୍ବତନ ଅଧକ୍ଷ ଦେବାଶିଷ ପାତ୍ର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ … Read more

ଡୋନେଟ୍ ଫର୍ ଦେଶ:କଂଗ୍ରେସର ଦେଶବ୍ୟାପୀ କ୍ରାଉଡଫଣ୍ଡିଂ  ମାଧ୍ୟମରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ

Donate for Desh

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଣ୍ଠି ସଂଗ୍ରହ ପାଇଁ ସୋମବାର ‘ଡୋନେଟ୍ ଫର୍ ଦେଶ’ ନାମରେ ଏକ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀରେ ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। 

‘ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି’: ନବୀନ ଓଡିଶା ମୁଖ୍ୟ ଭିକେ ପାଣ୍ଡିଆନ

'ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି’: ନବୀନ ଓଡିଶା ମୁଖ୍ୟ ଭିକେ ପାଣ୍ଡିଆନ(ରାଜନୀତି)

ଭୁବନେଶ୍ୱର: ଆଜି ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଗାମୀ ନିର୍ବାଚନ ପୂର୍ବରୁ ଗୁରୁତ୍ଵ ରଖୁଥିବାବେଳେ ସମସ୍ତଙ୍କ ନଜର ଥିଲା ଆଇଏଏସ୍ ଚାକିରି ଛାଡ଼ି ବିଜୁ ଜନତା ଦଳରେ  ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକାନ୍ତ ବିଶ୍ୱସ୍ତ ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।  ତାଙ୍କୁ  ଦଳୀୟ ସଙ୍ଗଠନରେ ଏକ  ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି ସମସ୍ତେ ଅନୁମାନ କରୁଥିଲେ । ଦଳର ସଭାପତିଙ୍କ ମୁହଁରୁ ଏଭଳି କିଛି ଘୋଷଣା ହୋଇପାରେ ବୋଲି … Read more