ଇପିଏଫ୍‌ଓ ନିୟମ ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ଇପିଏଫ୍‌ଓ ଘୋଷଣା କରିଛି ଯେ ଯେଉଁମାନେ ୧ ବର୍ଷ ପର୍ଯ୍ୟନ୍ତ ନିରନ୍ତର ସେବା ପ୍ରଦାନ କରିଛନ୍ତି ଯଦି ସେମାନଙ୍କର କୌଣସି ପରିସ୍ଥିତିରେ ମୃତ୍ୟୁ ହୁଏ ସେବେ ସେମାନଙ୍କ ପରିବାରକୁ ୫୦ ହଜାର ଟଙ୍କା ମିଳିବ । ପରିବାରକୁ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ପାଇଁ ଇପିଏଫ୍‌ଓ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି । ପୂର୍ବରୁ ଯେଉଁ କର୍ମଚାରୀମାନେ କାମ କରିବାର ପ୍ରଥମ ବର୍ଷେ ଭିତରେ ପ୍ରାଣ ହରାଉଥିଲେ ସେମାନଙ୍କ ପରିବାର ପାଇଁ କୌଣସି ସର୍ବନିମ୍ନ ବୀମା ରାଶିର … Read more

ହିଂଜିଳିର କାଷ୍ଠ ଶିଳ୍ପୀ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କୁ ପ୍ରଦାନ କଲେ କାଷ୍ଠ ଖୋଦେଇ ହନୁମାନ ଚାଳିଶା

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ହିଞ୍ଜିଳି ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର  ଯୁବ କାଠଶିଳ୍ପୀ ଅରୁଣ ସାହୁ ଏବଂ ତାଙ୍କ ବନ୍ଧୁ ସାରୁ ପଞ୍ଚାୟତର ପୁନରଖଣ୍ଡି ଗ୍ରାମର ଟୁକୁନା ବେହେରା ଅଯୋଧ୍ୟାରେ ପହଞ୍ଚି ତାଙ୍କ ହାତ ତିଆରି କାଠ ଖୋଦେଇ ଶ୍ରୀ ହନୁମାନ ଚାଳିଶା ପ୍ରଭୁ ଶ୍ରୀ ରାମ ଲଲାଙ୍କ ମନ୍ଦିରରେ ସମର୍ପଣ କରିଛନ୍ତି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମାନନୀୟ ଯୋଗୀ ଆଦିତ୍ୟନାଥ ଙ୍କୁ ସାକ୍ଷାତ କରି ତାଙ୍କର ଏକ କାଠ ନିର୍ମିତ ଫୋଟଚିତ୍ର ତାଙ୍କୁ ଭେଟି … Read more

ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ସାଧାରଣ ବୈଠକ, ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ସଭା କକ୍ଷରେ  ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।