ଭାରତ ଗସ୍ତକୁ ନା ନା, ଚାଇନାରେ ଏଲୋନ୍ ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ଏଲୋନ୍ ମସ୍କ ଆଜି ଚୀନ ଗସ୍ତ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଠାରୁ ଖବର ରଖୁଥିବା ଲୋକଙ୍କଠାରୁ ଏହି ସୂଚନା ମିଳିଛି। ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଲୋନ୍ ମସ୍କଙ୍କ ଚୀନ୍ ଗସ୍ତ ଏମିତି ଏକ ସମୟରେ ହେଉଛି, ଯେତେବେଳେ ସେ କିଛି ଦିନ ପୂର୍ବରୁ ଭାରତ ଗସ୍ତକୁ ସ୍ଥଗିତ ରଖିଥିଲେ। ସେ କହିଥିଲେ ଯେ, ଟେସଲା ର କାମ ହେତୁ ସେ … Read more

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୮୯ ତମ ଉତ୍କଳ ଦିବସ ପାଳିତ

ଅନୁଗୁଳ:   ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି )ପକ୍ଷରୁ ଏପ୍ରିଲ ପହିଲା ଦିନ ୮୯ ତମ ଉତ୍କଳ ଦିବସ ଅନୁଗୁଳ ସ୍ଥିତ କମ୍ପାନୀ ପରିସରରେ ଉତ୍ସାହ ଉଦ୍ଦୀପନା ର ସହ ପାଳିତ ହୋଇଯାଇଛି। କମ୍ପାନୀର ଅନୁଗୁଳ ୟୁନିଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲ୍ହଁନ୍, ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ୍ ଏବଂ ଅନ୍ୟ ଅଧିକାରୀମାନେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ ଏବଂ ଅନ୍ୟାନ୍ୟ ବରପୁତ୍ର ମାନଙ୍କୁ ଶ୍ରଦ୍ଧା ସୁମନ … Read more

ରିଲାଏନ୍ସ ଜିଓ ନେତୃତ୍ୱରେ ୫ଜିରେ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ଭାରତ

ଭୁବନେଶ୍ୱର: ବ୍ରଡବ୍ୟାଣ୍ଡ ସ୍ପିଡ୍ ଆଣ୍ଡ ମାପକ ସଂସ୍ଥା ଓକ୍‌‌ଲା ଭାରତରେ ୫ଜି ପ୍ରଦର୍ଶନ ଏବଂ ଗ୍ରାହକ ଅଭିଜ୍ଞତା ଉପରେ ପ୍ରକାଶିତ ଏହାର ରିପୋର୍ଟରେ କହିଛି ଯେ ଭାରତର ଟେଲିକମ୍ ଶିଳ୍ପର ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ରିଲାଏନ୍ସ ଜିଓ ୫ଜି ଆଧିପତ୍ୟ ଦୌଡ଼ରେ ସବୁଠୁ ବଡ଼ ଭାବରେ ଉଭା ହୋଇଛି। ଜିଓ ଦ୍ରୁତ ଗତିରେ ୫ଜି ମୃତୟନ କାର୍ଯ୍ୟ କରୁଛି ଏବଂ ଉନ୍ନତ ପ୍ରଦର୍ଶନ କରୁଥିବା ଏହି ରିପୋର୍ଟରେ କୁହାଯାଇଛି । ଦୂରସଂଚାର ବିଭାଗ ଅନୁଯାୟୀ ୨୦୨୪ ଫେବ୍ରୁଆରି ୨୯ ସୁଦ୍ଧା … Read more

୮୦-୮୫% ପେଟିଏମ୍ ଗ୍ରାହକଙ୍କଙ୍କୁ  ବାଧା ଉପୁଜିବ ନାହିଁ  

ନୂଆଦିଲ୍ଲୀ: ବୁଧବାର ଦିନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ  ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ ୮୦ ରୁ ୮୫ ପ୍ରତିଶତ ପେଟିଏମ୍ ୱାଲେଟ୍ ଗ୍ରାହକ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। । ଅବଶିଷ୍ଟ ଗ୍ରାହକଙ୍କୁ ସେମାନଙ୍କ ଆପ୍ ଅନ୍ୟ ବ୍ୟାଙ୍କ ସହିତ ଲିଙ୍କ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜାନୁଆରୀ ୩୧ ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ … Read more

ମହଙ୍ଗା ହେବ ଏୟାରଟେଲ ରିଚାର୍ଜ ପ୍ଲାନ!  

ନୂଆଦିଲ୍ଲୀ: ଭାରତରେ ଏୟାରଟେଲ ରିଚାର୍ଜ ତାରିଫ ପ୍ଲାନ ଗୁଡିକ ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି, ଯେଉଁଥିପାଇଁ ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିପାରେ।  ଏହାକୁ ନେଇ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ମିତ୍ତଲ ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତରେ ଖୁବଶୀଘ୍ର ଟେଲିକମ ଦର ବୃଦ୍ଧି ହେବାକୁ ଯାଉଛି । ତେବେ ଏନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ। ଏୟାରଟେଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ, ଯାହା ଆଗାମୀ ମାସରେ ଉପଭୋକ୍ତା ପିଛା ହାରାହାରି ରାଜସ୍ୱ … Read more

ଦେଶରେ ୩ଟିସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ପ୍ରକଳ୍ପ କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର  ୩ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ପ୍ରକଳ୍ପ ପ୍ରତିଷ୍ଠା ହେବ। ଆଜି  କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ସମ୍ପର୍କିତ ୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ଭାରତରେ ୧.୨୬ ଲକ୍ଷ କୋଟି ନିବେଶ ସୁଯୋଗ ସହିତ ସେମିକଣ୍ଡକ୍ଟର ଭାଲ୍ୟୁ ଚେନ ସ୍ଥାପିତ ହୋଇପାରିବ। ଇଲୋକ୍ଟ୍ରନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକଙ୍କୁ କହିଛନ୍ତି କ୍ୟାବିନେଟରେ ଗୁରୁବାର ୩ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବା ପ୍ରସ୍ତାବକୁ ଅନୁମ‌ୋଦନ କରାଯାଇଛି। ଏସବୁ ପ୍ଲାଣ୍ଟର ଭୂମି … Read more

ଜିଓର ନୂତନ ବୁଷ୍ଟର ପ୍ଳାନ: ୧୦୧ ଟଙ୍କାରେ ମିଳିବ ୧୦୦ଜିବି ଡାଟା

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଟେଲିକମ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ନିକଟ‌ରେ ଦୁଇଟି ନୂଆ ଏୟାରଫାଇବର ପ୍ଲାନ ଲଞ୍ଚ କରିଛି। ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନି ଏୟାରଫାଇବର ଗ୍ରାହକଙ୍କ ପାଇଁଦୁଇଟି ନୂତନ ବୁଷ୍ଟର ପ୍ଲାନ ଲଞ୍ଚ କରିଛି। ଜିଓ ଏୟାରଫାଇବର କମ୍ପାନିର ୫ଜି ୱୟ‌ାରଲେସ ଇଣ୍ଟରନେଟ ସେବା ରହିଛି।  ଜିଓ ଏୟ‌ାରଫାଇବରକୁ ସର୍ବପ୍ରଥମେ ଗ୍ର‌ାହକଙ୍କ ପାଇଁ  ୨୦୨୩ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ ଲଞ୍ଚ କରାଯାଇଥିଲା।  ସେ ସମୟରେ ଗ୍ରାହକଙ୍କ ପାଖରେ ୪୦୧ଟଙ୍କାର ଡାଟା … Read more

ଫେବ୍ରୁଆରି ୨୯ ପରେ ବି ‘ପେଟିଏମ୍‌’ ଆପ୍‌ ପୂର୍ବ ପରି ଚାଲିବ: କମ୍ପାନୀ ସିଇଓ

ନୂଆଦିଲ୍ଲୀ: ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୨୯ ପରଠାରୁ ଏହି ବ୍ୟାଙ୍କ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରିପାରିବ ନାହିଁ କିମ୍ବା ଋଣ କାରବାର ମଧ୍ୟ କରିପାରିବ ନାହିଁ। କୌଣସି ଟପ୍-ଅପ୍ ସୁବିଧା ବି ଦେଇପାରିବ ନାହିଁ। ୱାଲେଟ୍‌ ଓ ଫାସ୍‌ଟ୍ୟାଗ୍‌ ଭଳି ଲିଙ୍କ୍‌ ହୋଇଥିବା ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟରେ କାରବାର କରିପାରିବନି। ଏବେ ଏନେଇ ଗ୍ରାହକଙ୍କୁ ଆଶ୍ବସ୍ତି କରାଇବା ପରି ଏକ ସୂଚନା ଦେଇଛନ୍ତି … Read more

ଭାରତୀୟ ଏୟାରଲାଇନ୍ସ କିଣିବେ ୧୦୦୦ରୁ ଊର୍ଦ୍ଧ୍ଵ ନୂଆ ବିମାନ 

ନୂଆଦିଲ୍ଲୀ: ଅର୍ଥନୈତିକ ସମୃଦ୍ଧି ଓ  ବିମାନ ଚଳାଚଳ  ମାନଚିତ୍ରରେ ଦେଶର ପ୍ରାୟ ସବୁ ଛୋଟ ବଡ ସହର ସ୍ଥାନପାଇଥିବାରୁ ଭାରତୀୟ ଏୟାରଲାଇନ୍ସଗୁଡ଼ିକ ବିପୁଳ ସଂଖ୍ୟକ ବିମାନ କିଣିବା ବରାଦ ଦେଇଛନ୍ତି। ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ମିଳିତ ଭାବେ ୧୧୨୦ଟି ବିମାନ କିଣିବେ। ୨୦୨୩ରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୯୭୦ଟି ବିମାନ କିଣିବା ବରାଦ ଦେଇଥିଲେ। ଦେଶବିଦେଶର ବିଭିନ୍ନ ସ୍ଥାନକୁ ବିମାନ ସଂଯୋଗ ପ୍ରଦାନ କରିବା ଲାଗି ନୂଆ ଏୟାରଲାଇନ୍ସ ‘ଆକାଶ ଏୟାର’ … Read more

ସାମସଙ୍ଗ ଗାଲାକ୍ସି ଏସ୨୪ ସ୍ମାର୍ଟଫୋନ ନୋଇଡାରେ ତିଆରି ହେବ 

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗ ଅନୁଯାୟୀ ଭାରତର  ନୋଇଡାର ଥିବା ଏହାର  କାରଖାନାରେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ସଜ୍ଜିତ ସାମସଙ୍ଗ ଗାଲାକ୍ସି ଏସ୨୪ ସିରିଜ୍ ସ୍ମାର୍ଟଫୋନ୍ ତିଆରି କରିବ। ଉଭୟ ଘରୋଇ ଓ ରପ୍ତାନି ବଜାର ପାଇଁ ଏହା ନିର୍ମାଣ ହେବ। ଆପଲ ଭାରତରେ ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବାବେଳେ ସାମସଙ୍ଗ ମଧ୍ୟ ନିଜର ଭାରତୀୟ କାରଖାନା ଉପରେ ସର୍ବାଧିକ ଫୋକସ ପ୍ରଦାନ କରୁଛି ।  ସାମସଙ୍ଗ ଇଣ୍ଡିଆର ଅଧ୍ୟକ୍ଷ ତଥା ସିଇଓ ଜେବି ପାର୍କ … Read more