ପାକିସ୍ତାନକୁ ହରାଇ ଏସୀୟ କ୍ରୀଡ଼ା ହକି ଫାଇନାଲରେ ପହଞ୍ଚିଲା ଭାରତ
ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ ହକିର ଅତି ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍ରେ ପାକିସ୍ତାନକୁ ୪-୩ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଡ଼ା ଟକ୍କର ଚାଲିଥିବା ଏହି ମ୍ୟାଚ୍ର ୫୯ ମିନିଟ୍ ପର୍ଯ୍ୟନ୍ତ ସ୍କୋର୍ ୩-୩ ବରାବର ଥିଲା। ତେବେ ଖେଳର ଅନ୍ତିମ ୬୦ତମ ମିନିଟ୍ରେ ଅଭିଷେକ ଏକ ନିର୍ଣ୍ଣାୟକ ଗୋଲ୍ ଦେଇ ଭାରତକୁ ଏକ ସାନ୍ଦାର ବିଜୟ ଭେଟି ଦେଇଥିଲେ। ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ଆକ୍ରାମକ … Read more