ଅଟକିଲା ବସ୍ ଧର୍ମଘଟ; ଯାତ୍ରୀଙ୍କୁ ଆଶ୍ୱସ୍ତି
ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆସନ୍ତା ଜୁନ୍ ୧୦ରୁ ହେବାକୁ ଥିବା ଘରୋଇ ବସ୍ ଧର୍ମଘଟକୁ ସାମୟିକ ଭାବେ ସ୍ଥଗିତ ରଖିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ସହ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଥିବା ବେଳେ ସରକାରଙ୍କୁ ଜୁନ୍ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ବସ୍ ଭଡ଼ା ବୃଦ୍ଧିକୁ ନେଇ ଦୀର୍ଘଦିନ ଧରି ଦାବି କରୁଥିବା ସଂଘ କହିଛି, ଗତ ୬ ବର୍ଷ ମଧ୍ୟରେ ଡିଜେଲ ଦର ସହ ଲୁବ୍ରିକାଣ୍ଟ, … Read more