ତେଲେଙ୍ଗାନାରେ ୧୨,୪୦୦ କୋଟି ନିବେଶ କରିବ ଆଦାନୀ ଗ୍ରୁପ୍‌,ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ତେଲେଙ୍ଗନାରେ ପୁଞ୍ଜିନିବେଶ କରିବ ଆଦାନୀ ଗ୍ରୁପ୍‌।  ତେଲେଙ୍ଗାନା ରାଜ୍ୟ ସରକାରଙ୍କ ସହଭାଗିତାରେ ଏକାଧିକ କ୍ଷେତ୍ରରେ ୧୨,୪୦୦ କୋଟି ଟଙ୍କା (୧.୪୯ ବିଲିୟନ ଡଲାର)ରୁ ଅଧିକ ପୁଞ୍ଜି ନିବେଶ କରିବାକୁ ୪ଟି ଚୁକ୍ତି ସ୍ୱାକ୍ଷର କରିଛି।ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଡାଭୋସ୍‌ ଠାରେ ବିଶ୍ୱ ଅର୍ଥନୈତିକ ଫୋରମରେ ଏକ ବୈଠକ କରିଥିଲେ; ଯାହା ରାଜ୍ୟରେ ବିପୁଳ ପୁଞ୍ଜିନିବେଶ ପାଇଁ ପଥ ପ୍ରଶସ୍ତ କରିଥିଲା। ଏହି ବୈଠକରେ ୪ଟି ବୁଝାମଣାପତ୍ର … Read more

ମୋଦୀ  ଦେଶର ଇତିହାସରେ ସବୁଠୁ ସଫଳ ପ୍ରଧାନମନ୍ତ୍ରୀ : ମୁକେଶଅମ୍ବାନୀ

ଗାନ୍ଧୀନଗର: ଦେଶର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଓ  ବର୍ତମାନ ସର୍ବଶ୍ରେଷ୍ଠ ବିଶ୍ଵନେତା ବୋଲି କହିଛନ୍ତି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଗାନ୍ଧୀନଗରରେ ଆୟୋଜିତ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ମୁକେଶ ଅମ୍ବାନୀ କହିଛନ୍ତି, ‘ମୁଁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ସହରରୁ ଆଧୁନିକ ଭାରତର ବିକାଶର ଗେଟ୍‌ ୱେ (ପ୍ରବେଶ ଦ୍ୱାର) ଗୁଜରାଟକୁ ଆସିଛି। ମୁଁ ଜଣେ ଗର୍ବିତ ଗୁଜରାଟୀ। ଯେତେବେଳେ ବିଦେଶୀମାନେ ନୂଆ ଭାରତ … Read more

ସୁପ୍ରିମ୍‌କୋର୍ଟ ଆଦାନି-ହିଣ୍ଡେନ୍‌ବର୍ଗମାମଲାରେ ‘ସେବି’ ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି।ଶୁଣାଇ ଥିବା ରାୟରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ତଦନ୍ତକୁ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ରୁ (ସେବି) ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ସିଟ୍‌) କିଂବା ‘ସିବିଆଇ’କୁ ନେବାର କୌଣସି କାରଣ ନାହିଁ। ଏହାଛଡ଼ା, ୨୨ଟି ମାମଲାରୁ ‘ସେବି’ ୨୦ଟିର ମାମଲାର ତଦନ୍ତ ଶେଷ କରିସାରିଲାଣି। ସଲିସିଟର୍‌ ଜେନେରାଲ୍‌ଙ୍କ … Read more

ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବଜାର ମୂଲ୍ୟ ୧ ଲକ୍ଷ କୋଟି ଛୁଇଁଲା

ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବଜାର ମୂଲ୍ୟ ୧ ଲକ୍ଷ କୋଟି ଛୁଇଁଲା

ମୁମ୍ବାଇ: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତୃତୀୟ ଭାରତୀୟ ଋଣଦାତା ହୋଇପାରିଛି ଯେଉଁଥିରେ ଚଳିତ ବର୍ଷ ଏହାର ଅଂଶଧନ 60 ପ୍ରତିଶତରୁ ଅଧିକ ହେବା ପରେ ୧ ଲକ୍ଷ କୋଟି ଟଙ୍କାର ବଜାର ମୂଲ୍ୟ ଅତିକ୍ରମ କରିଛି।

ରିଲାଏନ୍ସ ଜିଓ ଆଣିଲା ୩ଟି ନୂଆ ପ୍ଲାନ୍‌

ରିଲାଏନ୍ସ ଜିଓ ଆଣିଲା ୩ଟି ନୂଆ ପ୍ଲାନ୍‌

ଭୁବନେଶ୍ୱର: ନୂଆବର୍ଷ ପାଇଁ ଜିଓ ନିଜ ଗ୍ରାହକ  ମାନଙ୍କ ପାଇଁ  ଖୁସିର ଖବର ଆଣିଛି  ।  ଜୀଓ  ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି ।