ବିଜେଡ଼ି ଜିତିବ ୧୨୦ ରୁ ଊର୍ଦ୍ଧ୍ଵ ବିଧାନସଭା ଓ ୧୭ରୁ ଊର୍ଦ୍ଧ୍ଵ ଲୋକସଭା ଆସନ : ସସ୍ମିତ ପାତ୍ର
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆଉ ପାଖାପାଖି ମାସଟିଏ ବାକି ଥିବାବେଳେ ଏଥର ୧୨୦ରୁ ଊର୍ଦ୍ଧ୍ଵ ବିଧାନସଭା ଏବଂ ୧୭ ରୁ ଊର୍ଦ୍ଧ୍ଵ ଲୋକସଭା ଆସନରେ ବିଜୁ ଜନତା ଦଳ ଜିତିବା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜେଡି ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ଼ ସ୍ଥାନରେ … Read more