ବିଜେଡି ଓଡିଶାରେ ତିନି ଚତୁର୍ଥାଂଶରୁ ଅଧିକ ଆସନ ଜିତିବ: ବବି ଦାସ
ଭୁବନେଶ୍ୱର: ସାରା ଓଡିଶାରେ ବିଜେଡି -ବିଜେପି ମେଣ୍ଟ ସମ୍ଭାବନାକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାରେ ଆଜି ସମ୍ପୂର୍ଣ ଅନ୍ତ ଘଟାଇଛନ୍ତି ବିଜେଡ଼ି ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗତକାଲିର ‘ଏକ୍ସ’ ପୋଷ୍ଟର ଜବାବରେ ବବି ଆଜି ଏକ ପୋଷ୍ଟ କରିଛନ୍ତି । ବିଜେଡି ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବ ବୋଲି ସେ ଲେଖିଛନ୍ତି । ଖାଲି … Read more