ମହିଳା ଏସିଆ କପ୍‌ ଟି୨୦ ରେ ପାକିସ୍ତାନ କୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮.୧ ଓଭରରେ ୫୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମୁନିବା ଅଲୀ(୧୩) ଓ ଶାଓ୍ବାଲ ଜୁଲଫିକର (୧୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ଶ୍ରୀ ଚରନୀ ଓ ପ୍ରେମା ରାଓ୍ବତ ୩ ଲେଖାଏ ଏବଂ ଦୀପ୍ତି ଶର୍ମା ୨ ଉଇକେଟ ନେଇଥିଲେ। ଜବାବରେ … Read more

ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ରନ କରି ରେକର୍ଡ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା କ୍ରିକେଟ ରେ ଇତିହାସ ରଚିଛନ୍ତି ଭାରତର ସ୍ମୃତି ମନ୍ଧାନା। ସେ ମିତାଲି ରାଜଙ୍କୁ ପଛରେ ପକାଇ ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ ମିତାଲି ରାଜଙ୍କ ନାଁରେ ଥିଲା। ଏବେ ୩୦ ବର୍ଷୀୟ ସ୍ମୃତି ମନ୍ଧାନା ତାଙ୍କ ରେକର୍ଡ କୁ ଭାଙ୍ଗି ଦେଇଛନ୍ତି l ମହିଳା ଏସିଆ କପରେ ଗୁରୁବାର ରାତିରେ ଖେଳା ଯାଇଥିବା ହଂକଂ, ଚାଇନା ବିପକ୍ଷ … Read more

ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ମେସି

ନୂଆଦିଲ୍ଲୀ : ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସି ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ୩୯ ବର୍ଷୀୟ ଏହି ଖେଳାଳି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫେୟାରୱେଲ ନୋଟ୍‌ରେ ଏହା ଉଲ୍ଲେଖ କରିଛନ୍ତି । ଫାଇନାଲ ପରଠାରୁ ଏତେ ସମୟ ପରେ ଏବଂ ଏହା ବିଷୟରେ ବହୁତ ଚିନ୍ତା କରିବା ପରେ ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଜାତୀୟ ଦଳରୁ ଅବସର ନେଉଛି । ଏହା ଏକ ନିଷ୍ପତ୍ତି … Read more

FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ ଟାଇଟଲ୍ ହାସଲ କଲା ଜର୍ମାନୀ

ନୂଆଦିଲ୍ଲୀ:FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଜର୍ମାନୀ ସ୍ପେନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି। ବେଲଜିୟମର ୱାଭ୍ରେସ୍ଥିତ ବେଲଫିୟସ୍ ହକି ଆରେନାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଜର୍ମାନୀ ଏହି ରୋମାଞ୍ଚକର ବିଜୟ ହାସଲ କରିଛି।ତୃତୀୟ କ୍ୱାର୍ଟରର ଶେଷ ଭାଗରେ ମିଶେଲ୍ ଷ୍ଟ୍ରୁଥଫ୍ ଜର୍ମାନୀ ପାଇଁ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ଏହା ଜର୍ମାନୀର ମ୍ୟାଚ୍‌ର ଏକମାତ୍ର ସୁଯୋଗ ଥିଲା, ଯାହାକୁ ସେ ଗୋଲ୍‌ରେ ପରିଣତ କରିଥିଲେ। ଏହି … Read more

ଆର୍ଜେଣ୍ଟିନା ଠାରୁ ହାରିବା ପରେ ହକି ବିଶ୍ୱକପରୁ ବିଦା ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ସୋମବାର ଖେଳାଯାଇଥିବା ହକି ବିଶ୍ୱକପ୍ ୨୦୨୬ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଆର୍ଜେଣ୍ଟିନା, ଟିମ୍ ଇଣ୍ଡିଆକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ସୁଖଜିତ୍ ସିଂହ ଦୁଇଟି ଗୋଲ୍ କରିଥିବା ବେଳେ ହାର୍ଦ୍ଦିକ ସିଂହ ଗୋଟିଏ ପେନାଲ୍ଟି ଷ୍ଟ୍ରୋକକୁ ଗୋଲ୍‌ରେ ରୂପାନ୍ତରିତ କରିପାରିଥିଲେ।ଏହି ପରାଜୟ ସହ ଭାରତୀୟ ଦଳ ହକି ବିଶ୍ୱକପ୍ ୨୦୨୬ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି।ଭାରତୀୟ ଦଳ ପାଇଁ ଦ୍ୱିତୀୟ ରାଉଣ୍ଡ ସମ୍ପୂର୍ଣ୍ଣ ନିରାଶାଜନକ ରହିଛି। ଏହା ପୂର୍ବରୁ ଦଳକୁ … Read more

ହକି ବିଶ୍ୱକପ୍ ୨୦୨୬: ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ:ବୁଧବାର ନେଦରଲ୍ୟାଣ୍ଡସର ଆମ୍‌ଷ୍ଟେଲଭିନ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨୦୨୬ ହକି ବିଶ୍ୱକପ୍‌ର ପୁଲ୍-ଡି ମ୍ୟାଚ୍‌ରେ ଭାରତୀୟ ଦଳ ୫-୩ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି।ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍ ମଞ୍ଚରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଏହାପୂର୍ବରୁ ୨୦୧୦ ଦିଲ୍ଲୀ ବିଶ୍ୱକପ୍‌ରେ ଭାରତ ୪-୧ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା।ପୁଲ୍ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ସହ ୬ ପଏଣ୍ଟ … Read more

ରେକର୍ଡ କଲା ଆରସିବି:୨୯୦୦ କୋଟି ଟଙ୍କା ହେଲା ଦଳର ବ୍ରାଣ୍ଡ ଭାଲ୍ୟୁ

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ରାଣ୍ଡ୍ ଭାଲ୍ୟୁ ୩୦୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୯୭୯ କୋଟି ଟଙ୍କା ଅତିକ୍ରମ କରିଛି। ହୁଲିହାନ ଲୋକି (Houlihan Lokey) ର ୨୦୨୬ ଆଇପିଏଲ୍ ବ୍ରାଣ୍ଡ୍ ଭାଲ୍ୟୁ ରିପୋର୍ଟ ଅନୁଯାୟୀ ଆଇପିଏଲ୍‌ର ମୋଟ ବ୍ୟବସାୟିକ ମୂଲ୍ୟ ଗତ ବର୍ଷ ତୁଳନାରେ ୧୧.୪% ବୃଦ୍ଧି ପାଇ ୨୦.୬ ବିଲିୟନ ଡଲାର (ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କା) ହୋଇଯାଇଛି। ସେହିପରି କେବଳ ଆଇପିଏଲ୍ ବ୍ରାଣ୍ଡ୍‌ର ମୂଲ୍ୟ ୧୦.୩% ବୃଦ୍ଧି ପାଇ ୪.୩ … Read more

କମନୱେଲଥ ଗେମ୍ସ ୨୦୨୬: ଗୁଲଭୀର ଓ ହରଜିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର: ଆଥଲେଟ୍ ଗୁଲଭୀର ସିଂହ ଓ ଭାରୋତ୍ତୋଳିକା ହରଜିନ୍ଦର କୌରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ (X)ରେ ପୋଷ୍ଟ କରିଛନ୍ତି ଯେ, କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପାଇଁ ୧୦,୦୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ପୁରୁଷ ଗୁଲଭୀର ସିଂହ ଏବଂ ୬୯ କେଜି ଭାରୋତ୍ତୋଳନ ବିଭାଗରେ ରୌପ୍ୟ ପଦକ ହାସଲ କରିଥିବା ମହିଳା ହରଜିନ୍ଦର କୌର ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ଦୁଇ କ୍ରୀଡ଼ାବିଦଙ୍କ ସଫଳତା … Read more

ଫିଫା ବିଶ୍ୱକପ୍ ୨୦୨୬: ସେମିଫାଇନାଲରେ ଫ୍ରାନ୍ସର ଯାତ୍ରା ଶେଷ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ସେମିଫାଇନାଲ ମ୍ୟାଚରେ ସ୍ପେନ୍ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। କାଇଲିଆନ୍ ଏମବାପେ ମଧ୍ୟ ସ୍ପେନ୍‌ର ପ୍ରତିରକ୍ଷା ଭେଦ କରିପାରି ନଥିଲେ, ତିନୋଟି ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ କୌଣସି ଗୋଲ ହୋଇପାରି ନଥିଲା। ସ୍ପେନ୍ ଗୋଲ ପାଇଁ ତିନୋଟି ସୁଯୋଗ ପାଇଥିଲା, ଯାହା ମଧ୍ୟରୁ ଗୋଟିଏ ଅଫସାଇଡ୍ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଫ୍ରାନ୍ସର ପରାଜୟ ପରେ କ୍ରୋଧିତ ଫରାସୀ ସମର୍ଥକମାନେ ପ୍ୟାରିସର ରାସ୍ତାରେ ନିଆଁ … Read more

ଲର୍ଡସରେ ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍

ନୂଆଦିଲ୍ଲୀ: ଲର୍ଡସରେ ଖେଳା ଯାଇଥିବା ମହିଳା ଟେଷ୍ଟ ରେ ଘରୋଇ ଇଂଲଣ୍ଡକୁ ୨୭୦ ରନରେ ହରାଇ ନୂଆ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ l ଲର୍ଡସ ମୈଦାନରେ ୧୮୮୪ ମସିହାରେ ପ୍ରଥମ ପୁରୁଷ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ଏଯାଏ କେବେ ବି ମହିଳା ଟେଷ୍ଟ ଏଠାରେ ଖେଳା ଯାଇ ନଥିଲା। ଜୁଲାଇ ୧୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ମହିଳା ଟେଷ୍ଟ ଖେଳା ଯାଇଥିଲା ଆଉ ଭାରତୀୟ ଟିମ ଘରୋଇ ଇଂଲଣ୍ଡକୁ ପରାସ୍ତ … Read more