କେତେ ଧନୀ ରୋହିତ ଶର୍ମା, ବର୍ଷକୁ ଆୟ ୩୦କୋଟି
ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା କିଛି ଦିନ ହେବ ବିଭିନ୍ନ କାରଣକୁ ନେଇ ବିବାଦ ଓ ଚର୍ଚ୍ଚାରେ ରହିଛନ୍ତି। ଭାରତ ବିଶ୍ବକପ ହାରିବା ପରେ ରୋହିତଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସରେ ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯିବା ନେଇ ବିବାଦ ହୋଇଥିଲା। ୨୦୨୩ରେ ଅନେକ କାରଣ ପାଇଁ ଚର୍ଚ୍ଚାକୁ ଆସିଥିବା ରୋହିତଙ୍କ ମୋଟ ସମ୍ପତ୍ତି କେତେ ଆପଣ ଜାଣନ୍ତି କି? … Read more