ଗ୍ରାହକଙ୍କ ଅଭିଯୋଗ ପାଇଁ ଔଷଧ ଦୋକାନ ସାମ୍ନାରେ ଲାଗିବ କ୍ୟୁଆର କୋଡ୍

ନୂଆଦିଲ୍ଲୀ: ଏବେ ଗ୍ରାହକଙ୍କ ପାଇଁ ଔଷଧ ଦୋକାନ ସାମ୍ନାରେ ଲାଗିବ କ୍ୟୁଆର କୋଡ୍ଏହା ଦ୍ବାରା ସ୍ମାର୍ଟଫୋନ୍ ବ୍ୟବହାରୀ ଗ୍ରାହକ ନିଜ ନିଜର ଅଭିଯୋଗ କରିପାରିବେ । ଯଦି କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ, ତା ସଂପର୍କରେ ଗ୍ରାହକ ଏହି କ୍ୟୁଆର କୋଡ୍ ଏବଂ ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଜଣାଇ ପାରିବେ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କୁ ସମସ୍ତ ଖୁଚୁରା … Read more

ଫ୍ରାନ୍ସରୁ ୯୦ ରାଫେଲ F4 ଏବଂ ୨୪ ରାଫେଲ F5 କିଣିବେ ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାର ମଲ୍ଟି-ରୋଲ୍ ଫାଇଟର ଏୟାରକ୍ରାଫ୍ଟ (MRFA) କାର୍ଯ୍ୟକ୍ରମ ଅଧୀନରେ ୧୧୪ ଓ ଫାଇଟର ପ୍ଲେନ୍ ପାଇଁ ଏକ ଡାଇରେକ୍ଟ ଗର୍ଭମେଣ୍ଟ-ଟୁ ଗର୍ଭମେଣ୍ଟ ପ୍ରପୋଜାଲ ତିଆରି କରୁଛନ୍ତି l ଭାରତୀୟ ବାୟୁସେନା ସୁପାରିଶ କରିଛି ଯେ, ଟ୍ରାଡିସନାଲ ଟେଣ୍ଡର ବାଇପାସ୍ କରି ଖୁବ୍ ଶୀଘ୍ର ବିମାନ କିଣିବା ଦରକାର, ଯାହାଫଳରେ ହ୍ରାସ ପାଉଥିବା ସ୍କ୍ୱାର୍ଡନଗୁଡ଼ିକ ଉପରେ ଚାପକୁ ଦୂର କରିହେବ।ରାଫେଲ ହେଉଛି ଡାସଲ୍ଟ ଆଭିଏସନ୍ ଦ୍ୱାରା ବିକଶିତ ଏବଂ ନିର୍ମିତ ଏକ ମଲ୍ଟିରୋଲ ଯୁଦ୍ଧ ବିମାନ। … Read more

ରାଜସ୍ଥାନରୁ ବିସ୍ଫୋରକ ଭର୍ତ୍ତି ପିକ୍ଅପ୍ ଗାଡ଼ି ଜବତ

ନୂଆଦିଲ୍ଲୀ: ରାଜସ୍ଥାନ ପୋଲିସ ରାଜସମନ୍ଦରୁ ବିସ୍ଫୋରକ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରାଯାଇଛି । ଏହା ଏତେ ବିପଜ୍ଜନକ ଥିଲା ଯେ ଗୋଟିଏ ବିସ୍ଫୋରଣରେ ୧୦ କିଲୋମିଟର ଅଞ୍ଚଳକୁ ନଷ୍ଟ କରିଦେଇପାରିଥାନ୍ତା। ଫରିଦାବାଦ ମଡ୍ୟୁଲ୍ ଏବଂ ଦିଲ୍ଲୀ ବିସ୍ଫୋରଣ ପରେ ଦେଶରେ ପୁଣି ଏକ ବଡ଼ ଧରଣର ଆତଙ୍କବାଦ ଆକ୍ରମଣ ଟଳି ଯାଇଛି । ରାଜସମନ୍ଦର ଶ୍ରୀନାଥଜୀ ପୋଲିସ ଷ୍ଟେସନ ପିକଅପ୍ ଭ୍ୟାନ୍ ରୁ ଏହି ବିସ୍ଫୋରକ ଜବତ କରିଛି। । ଏହାକୁ ରାଜସ୍ଥାନର ଆମେଦରୁ ନାଥଦ୍ୱାରକୁ … Read more

ଡିଜିସିଏ ପକ୍ଷରୁ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏୟାରବସ୍ A318, A319, A320 ଏବଂ A321 ବିମାନ ପାଇଁ ଏକ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକୁ ପରିଚାଳନା କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଯାଞ୍ଚ ଏବଂ ପରିବର୍ତ୍ତନ କରିବାକୁ ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।କୌଣସି ବିମାନ ଆବଶ୍ୟକୀୟ ସୁରକ୍ଷା ମାନଦଣ୍ଡ ପୂରଣ ନକରି ସେବା ଜାରି ରଖିବ ନାହିଁ ବୋଲି ଡିଜିସିଏ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇ ନିଶ୍ଚିତ କରିବାକୁ … Read more

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

ନୂଆଦିଲ୍ଲୀ: ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ କରିଛନ୍ତି । ଭିଡ଼ିଓ କନଫେରନ୍ସିଂ ଜରିଆରେ ମୋଦି ଏହାର ଉନ୍ମୋଚନ କରିଛନ୍ତି । ଏହା ସହିତ ଦେଶର ପ୍ରଥମ ମହାକାଶ ଘରୋଇ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସର ଇନ୍ଫିନିଟି କ୍ୟାମ୍ପସ୍ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଆମର ଅଧିକାଂଶ ମହାକାଶ ଷ୍ଟାଟଅପ୍ ଅତି ଛୋଟ ଟିମରୁ ଆରମ୍ଭ ହୋଇଛି । ଏହି ଚିନ୍ତାଧାରା … Read more

ରାମ ମନ୍ଦିରର ଶିଖରରେ ଉଡ଼ିଲା ଧର୍ମଧ୍ୱଜ

ଅଯୋଧ୍ୟା: ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଶୀର୍ଷରେ ଧର୍ମର ପତାକା ଉତ୍ତୋଳନ କରିଛନ୍ତି। ଏହା ସହିତ ଆଜି ଐତିହାସିକ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି ସମାରୋହରେ ତାଙ୍କ ସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ରାମ ମନ୍ଦିରର ଶୀର୍ଷରେ ପତାକା ଉତ୍ତୋଳନ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଆଜି ସମଗ୍ର … Read more

କେନ୍ଦ୍ର ସରକାର ଏବଂ ଇସିଆଇକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଏବଂ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ବେନାମୀ ଚାନ୍ଦା ବିରୋଧରେ ଦାଏର ପିଟିଶନ ଉପରେ ନୋଟିସ ଜାରି କରି ଜବାବ ମାଗିଛନ୍ତି। ରାଜନୈତିକ ଦଳଙ୍କୁ ୨,୦୦୦ ଟଙ୍କାରୁ କମ୍‌ ପରିମାଣର ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହୁ ନ ଥିବାରୁ ଆୟକର ଆଇନରେ ଥିବା ଏଭଳି ବ୍ୟବସ୍ଥାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସ୍ବଚ୍ଛତା ଅଭାବରୁ ନିର୍ବାଚନୀ ପ୍ରକ୍ରିୟାର ପବିତ୍ରତା ନଷ୍ଟ ହେଉଛି। ରାଜନୈତିକ … Read more

ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ …

ମୁମ୍ବାଇ: ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧର୍ମେନ୍ଦ୍ର ସେଠାରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ ଘରକୁ ନିଆଯାଇଥିଲା। ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ। ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ଚାଲି … Read more

ନୌସେନାରେ ସାମିଲ ହେବ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ‘ମାହେ’

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ୮୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ଏକ ବୁଡ଼ାଜାହାଜ-ପ୍ରତିରକ୍ଷା ଯୁଦ୍ଧଜାହାଜ ‘ମାହେ’ ଆଜି ନୌସେନାରେ ସାମିଲ ହେବ। ଏହା ନୌସେନାରେ ସାମିଲ ହେବାକୁ ଥିବା ‘ମାହେ’ ଶ୍ରେଣୀର ପ୍ରଥମ ଅତ୍ୟାଧୁନିକ ଯୁଦ୍ଧଜାହାଜ। ଏପରି ଆହୁରି ଆଠଟି ଯୁଦ୍ଧଜାହାଜ ଯୋଜନା କରାଯାଇଛି। ମୁମ୍ବାଇର ନୌସେନା ଡକୟାର୍ଡରେ ‘ମାହେ’ ଶ୍ରେଣୀର ‘ଆଣ୍ଟି-ସବମେରିନ୍ ୱର୍ଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ’ ପାଇଁ କମିଶନିଂ ସମାରୋହ ଅନୁଷ୍ଠିତ ହେବ। ଏହାକୁ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ … Read more

ଦେଶରେ ଲାଗୁ ହେଲା ନୂଆ ଶ୍ରମ ଆଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ଥିବା ୨୯ଟି ଖଣ୍ଡିତ ଆଇନ ସ୍ଥାନରେ … Read more