ନୋବେଲ ବିଜେତା ଅର୍ଥନୀତିଜ୍ଞ ଡକ୍ଟର ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡ

ଢାକା: ବାଂଲାଦେଶର ନୋବେଲ ବିଜେତା ଅର୍ଥନୀତିଜ୍ଞ ଡକ୍ଟର ମହମ୍ମଦ ୟୁନୁସଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସୋମବାର ଏକ ଅଦାଲତ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୮୩ ବର୍ଷୀୟ ଅର୍ଥନୀତିଜ୍ଞ ୨୦୦୬ ମସିହାରେ ଦାରିଦ୍ର୍ୟ ବିରୋଧୀ ଅଭିଯାନ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ ଏବଂ ୧୯୮୩ ମସିହାରେ ପ୍ରତିଷ୍ଠା କରିଥିବା ତାଙ୍କ ଗ୍ରାମୀଣ ବ୍ୟାଙ୍କ ଜରିଆରେ ବାଂଲାଦେଶକୁ ମାଇକ୍ରୋକ୍ରେଡିଟ୍‌ର ଘର ଭାବେ ଖ୍ୟାତି ଅର୍ଜନ କରିଥିଲେ।ୟୁନୁସ୍‌ ଏବଂ ଗ୍ରାମୀଣ ଟେଲିକମ୍‌ରେ ତାଙ୍କର ତିନି ଜଣ ସହଯୋଗୀ … Read more

ଏୟାରପୋର୍ଟରେ ଚାଲିଲା କୋଭିଡ୍‌ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ

ଏୟାରପୋର୍ଟରେ ଚାଲିଲା କୋଭିଡ୍‌ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁରୁଣା ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ ଥଣ୍ଡା, ଜରର ପରୀକ୍ଷା କରାଯାଉଛି।

ନୂଆଦିଲ୍ଲୀ: ଫେରିଲା ମାସ୍କ।  ଆସିଲା କୋଭିଡ ଡର।  ସିଙ୍ଗାପୁରରେ  କରୋନା ର କମ୍‌ବ୍ୟାକ୍‌। ମାସ୍କ ପିନ୍ଧି ଚଳପ୍ରଚଳ କରୁଛନ୍ତି ଲୋକେ। କୋଭିଡ୍‌-୧୯ ସହ ଜଡିତ ନୂଆ ଭ୍ୟାରିୟଣ୍ଟ କାରଣରୁ ଶ୍ୱାସକ୍ରିୟା ସଂକ୍ରମଣ ତିବ୍ର ଭାବେ ବ୍ୟାପିବାରେ ଲାଗିଛି ।  ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ  ପୁରୁଣା  ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ  ଥଣ୍ଡା, ଜରର ପରୀକ୍ଷା କରାଯାଉଛି।  

ଭଜନ ଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ

ଭଜନ ଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବନିର୍ବାଚିତ ବିଧାୟକ ଭଜନ ଲାଲ ଶର୍ମା । ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭଜନ ଲାଲ । ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ରା..