ନୂଆଦିଲ୍ଲୀ: ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା। ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି। ଏପ୍ରିଲ ୧, ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଘୋଷଣା କଲେ ଅର୍ଥମନ୍ତ୍ରୀ । ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ । ଜୁଲାଇ ୩୧ ଯାଏଁ ଆୟକର ରିଟର୍ଣ୍ଣ ଭରିପାରିବେ ଲୋକ । ଆଇଟିଆର ୧, ଆଇଟିଆର ୨ ଲୋକ ଭରିପାରିବେ ରିଟର୍ଣ୍ଣ । ଏବେ ପାନ୍ ଜରିଆରେ ନିଜ ସଂପତ୍ତି ବିକି ପାରିବେ ଏନଆରଆଇ ।
Post Views: 26









