ପୂଜ୍ୟ ପୂଜା ସମିତି ପକ୍ଷରୁ ଲକ୍ଷ୍ମଣ ନାୟକ ଶହୀଦ ଦିବସରେ ପ୍ରଭାତଫେରୀ ଓ ସ୍ମରଣ ସଭା
ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଯଥା ମର୍ଯ୍ୟାଦାର ସହ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ ହୋଇଯାଇଛି l ଆଜି ସକାଳୁ ସମିତିର ସମସ୍ତ କର୍ମକର୍ତ୍ତା ଲକ୍ଷ୍ମଣ ନାୟକଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଜୟ ଗାନ କରି ସହର ପରିକ୍ରମା କରିଥିଲେ l ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତି … Read more