2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ:- ଦେଶର ପରବର୍ତ୍ତୀ ଜନଗଣନା 2027ରେ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦେଶର ଅଧିକାଂଶ ଅଞ୍ଚଳରେ, ୧ ମାର୍ଚ୍ଚ ୨୦୨୭ ମଧ୍ୟରାତ୍ରିକୁ ଜନଗଣନା ପାଇଁ ମୂଳ ତାରିଖ ଭାବରେ ବିବେଚନା କରାଯିବ। ତଥାପି, ଲଦାଖ, ଜମ୍ମୁ ଏବଂ କଶ୍ମୀରର କିଛି ଅଂଶ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ଥଣ୍ଡା ଏବଂ ତୁଷାରପାତ ଅଞ୍ଚଳଗୁଡ଼ିକରେ ଏହି ତାରିଖ ୧ ଅକ୍ଟୋବର ୨୦୨୬ ସ୍ଥିର … Read more