ରୁଷ୍ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା କିନ୍ତୁ…
ଓ୍ବାସିଂଟନ: ୨୦୨୨ରେ ରୁଷ ୟୁକ୍ରେନ ଉପରେ ପରମାଣୁ ବୋମା ପକାଇବାକୁ ଚୁଡାନ୍ତ କରିଥିଲା। ମାତ୍ର ଏହି ଯୁଦ୍ଧ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ମିଳିଛି। ୨୦୨୨ରେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ପରମାଣୁ ବୋମା ପକାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ହସ୍ତକ୍ଷେପ ଫଳରେ ବିଶ୍ବ ଏକ ପରମାଣୁ ବିଭୀଷିକା ଦେଖିବାରୁ ବର୍ତ୍ତିଯାଇଥିଲା । ବାଇଡେନ ପ୍ରଶାସନର ଦୁଇ ଜଣ ବରିଷ୍ଠ ପ୍ରଶାସନିକ … Read more