ଶରଦ ପାୱାର ଗୋଷ୍ଠୀକୁ ନୂଆ ନିର୍ବାଚନ ଚିହ୍ନ ମିଳିଲା
ନୂଆଦିଲ୍ଲୀ: ଶରଦ ପାୱାର ଗୋଷ୍ଠୀକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର’ ଏବଂ ଦଳର ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅନୁମତି ଦେଇଛନ୍ତି। ଏହାଫଳରେ ନିର୍ବାଚନ ଆଉ ମାତ୍ର କିଛି ଦିନ ଠିଆ ବେଳେ ଶରଦ ପାୱାର ଗୋଷ୍ଠୀକୁକୁ ବଡ଼ ଆଶ୍ୱସ୍ତି ମିଳିଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି … Read more