FIDE ମହିଳା ଚେସ୍‌ ବିଶ୍ୱକପ ଟାଇଟଲ ଜିତିଲେ ଦିବ୍ୟା ଦେଶମୁଖ

ନୂଆଦିଲ୍ଲୀ: ଭାରତର ଦିବ୍ୟା ଦେଶମୁଖ ଫିଡେ ମହିଳା ବିଶ୍ୱକପ୍‍ ଚେସ୍‍ ଚାମ୍ପିୟାନ୍‍ସିପ୍‍ ଟାଇଟେଲ୍‍ ହାସଲ କରିଛନ୍ତି । ଜର୍ଜିଆର ବାଟୁମି ଠାରେ ଅନୁଷ୍ଠିତ ତିନି ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ୍‍ ମ୍ୟାଚ୍‍ରେ ଟାଇବ୍ରେକର ମାଧ୍ୟମରେ ଦିବ୍ୟା ଦେଶମୁଖ ଭାରତର କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ଦୁଇଟି ଫାଇନାଲ୍‍ ମ୍ୟାଚ୍‍ ଅମିମାଂଶିତ ଭାବେ ଶେଷ ରହିବା ସହ ପ୍ରଥମ ଟାଇବ୍ରେକ୍‍ ପ୍ରତିଯୋଗିତା ମଧ୍ୟ ଡ୍ର’ ରହିଥିଲା ଟାଇବ୍ରେକରର ଦ୍ୱିତୀୟ ରାପିଡ୍‍ ଖେଳରେ ଦିବ୍ୟା ଦେଶମୁଖ ବିଜୟୀ ହୋଇଥିଲେ … Read more

ଔଷଧ ଦୋକାନରେ ରିହାତି ବୋର୍ଡ ନିଷେଧ ଲାଗୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଏବେ ମେଡିକାଲ ଷ୍ଟୋରଗୁଡ଼ିକରେ ୧୦%ରୁ ୮୦% ପର୍ଯ୍ୟନ୍ତ ରିହାତି ଦର୍ଶାଇ ବୋର୍ଡ ଲଗାଇବା ବେଆଇନ ବୋଲି ବିବେଚନା କରାଯିବ। ଫାର୍ମାସି ପରିଷଦ ସ୍ପଷ୍ଟ କରିଛି ଯେ ଔଷଧ ବିକ୍ରୟରେ ରିହାତି ବିଜ୍ଞାପନ ଫାର୍ମାସି ଅଭ୍ୟାସ ନିୟମ ୨୦୧୫ ବିରୁଦ୍ଧ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ଫାର୍ମାସିଷ୍ଟଙ୍କ ପଞ୍ଜିକରଣ ବାତିଲ କିମ୍ବା ସ୍ଥଗିତ କରାଯାଇପାରିବ। ପରିଷଦ ରାଜ୍ୟ ସାରା ଔଷଧ ବ୍ୟବସାୟୀ ଏବଂ ଦୋକାନ ମାଲିକମାନଙ୍କୁ ଏକ ନୋଟିସ ଜାରି କରିଛି ଏବଂ କହିଛି ଯେ … Read more

ବୋଇଂ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ,ଅଳ୍ପକେ ବଞ୍ଚିଲେ ଯାତ୍ରୀ

ନୂଆଦିଲ୍ଲୀ : ଆମେରିକାର ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବୋଇଂ ୭୩୭ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିଥିବା ବିମାନରେ ୧୭୯ ଜଣ ଯାତ୍ରୀ ଥିବା ଜଣାପଡିଛି । ମିଆମି ଯାଉଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡ ହେବାରୁ ଉଡ଼ାଣକୁ ବାତିଲ କରାଯାଇଛି । କିନ୍ତୁ ଏଥିରେ କାହାର ଜୀବନହାନି ଘଟିନାହିଁ ବୋଲି ସୂଚନା ମିଳୁଛି । ସୂଚନାନୁଯାୟୀ, ମିଆଁମି ଯାଇଥାନ୍ତା ବିମାନ। … Read more

ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା

ନୂଆଦିଲ୍ଲୀ: ହରିଦ୍ୱାରର ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା ହୋଇଛି ଏବଂ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଚାଲିଛି, ଆହତମାନଙ୍କୁ ମଧ୍ୟ ହସ୍ପିଟାଲକୁ ପଠାଯାଇଛି। ଏହି ଦୁର୍ଘଟଣା ଉପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି x ରେ ପୋଷ୍ଟ କରି ଲେଖିଛନ୍ତି – “ହରିଦ୍ୱାରର ମନସା ଦେବୀ ମନ୍ଦିର ରାସ୍ତାରେ ଦଳାଚକଟା ହେବା ବିଷୟରେ ଅତ୍ୟନ୍ତ … Read more

ସଂସଦ ରତ୍ନ ପୁରସ୍କାର ପାଇଲେ ୧୭ ସାଂସଦ

ଭୁବନେଶ୍ୱର: ଶନିବାର ଦିନ ୧୭ ଜଣ ସାଂସଦଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି। ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ବିଜେପିରୁ ରବି କିଶନ, ନିଶିକାନ୍ତ ଦୁବେ ଏବଂ ଦିନେଶ ଶର୍ମା, କଂଗ୍ରେସରୁ ବର୍ଷା ଗାୟକୱାଡ ଏବଂ ଶିବସେନା-ୟୁବିଟିରୁ ଅରବିନ୍ଦ ସାୱନ୍ତ। ଏହି ପୁରସ୍କାରଗୁଡ଼ିକ ଏକ ବେସରକାରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଇଛି। ଏହି ଅବସରରେ ଗଣମାଧ୍ୟମ ସହିତ ଆଲୋଚନା କରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ … Read more

ଭାରତ ଓ ବ୍ରିଟେନ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତି

ଭୁବନେଶ୍ଵର: ଦୀର୍ଘ ପ୍ରତୀକ୍ଷା ପରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ରାଜିନାମା ଉଭୟ ଦେଶର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ବିଶ୍ୱରେ ସଂରକ୍ଷଣବାଦ ବୃଦ୍ଧି ପାଉଥିବା ସମୟରେ ଏହି ଦ୍ୱିପାକ୍ଷିକ ରାଜିନାମା ବାଣିଜ୍ୟ ଓ ଅର୍ଥନୈତିକ ସ୍ଥିରତାକୁ ପ୍ରୋତ୍ସାହନ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ବାଣିଜ୍ୟିକ ସମ୍ପର୍କ ଥାଇ … Read more

ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ସର୍ବାଧିକ କାଳ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଭାବେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ନରେନ୍ଦ୍ର ମୋଦି। ନିରବଚ୍ଛିନ୍ନ ଭାବେ ୪ ହଜାର ୭୮ ଦିନ କାର୍ଯ୍ୟ କରି ଇନ୍ଦିରା ଗାନ୍ଧୀଙ୍କ ୪ ହଜାର ୭୭ ଦିନର ନିରବଚ୍ଛିନ୍ନ କାର୍ଯ୍ୟକାଳକୁ ଅତିକ୍ରମ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁ ମୋଦିଙ୍କ ଠାରୁ ଅଧିକ ଦିନ କାର୍ଯ୍ୟ କରିଛନ୍ତି । ୧୯୪୭ … Read more

ଶିଳ୍ପପତି ଅନିଲ ଅମ୍ବାନୀ ଇଡି ଜାଲରେ

ନୂଆଦିଲ୍ଲୀ: ଉଦ୍ୟୋଗପତି ଅନିଲ ଅମ୍ବାନିଙ୍କ ଅନେକ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ କରିଛି । ଗୁରୁବାର ଅନିଲ ଅମ୍ବାନିଙ୍କ ଗ୍ରୁପର କମ୍ପାନି ରାଗା କମ୍ପାନି ବିରୋଧରେ ମନି ଲଣ୍ଡ୍ରିଂର ବଡ ଯାଞ୍ଚ ଆରମ୍ଭ କରିଛି । ଏଜେନ୍ସି ପକ୍ଷରୁ ଅନିଲ ଅମ୍ବାନିଙ୍କ ସହ ଜଡିତ ୪୮ରୁ ୫୦ ସ୍ଥାନରେ ଇଡି ସର୍ଚ୍ଚ ଅପରେସନ ଚଳାଇଛି । ସିବିଆଇ ପକ୍ଷରୁ ଦୁଇଟି ଏଫଆଇଆର ରୁଜୁ ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି ।ତଦନ୍ତରୁ ଜଣା ପଡିଛି ଯେ, … Read more

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ସମସ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରୁ କୋଲକାତାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ୍ ଏଆଇ୨୪୦୩) ରନୱେରେ ୧୫୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲିଥିବା ବେଳେ ଟେକ୍ନିକାଲ୍ ତ୍ରୁଟି ଯୋଗୁଁ ଟେକ୍-ଅଫ୍ ବାତିଲ କରାଯାଇଛି। ପାଇଲଟମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି) ଅନୁସରଣ କରି ବିମାନକୁ ବ୍ରେକ୍ ଲଗାଇ ଅଟକାଇଥିଲେ। ଏହି ଘଟଣା ଗତକାଲି ସନ୍ଧ୍ୟା ୫ଟା ୩୦ରେ ଘଟିଥିବା ଜଣା ପଡିଛି । ଏୟାର ଇଣ୍ଡିଆର ବୟାନ ଅନୁଯାୟୀ, ବିମାନଟି ଆଜି ସନ୍ଧ୍ୟାରେ ପୁନଃନିର୍ଦ୍ଧାରିତ ସମୟରେ କୋଲକାତା … Read more

ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଧନଖଡଙ୍କ ଇସ୍ତଫାକୁ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଗୃହ ମନ୍ତ୍ରାଳୟଙ୍କୁ ପଠାଇଲେ। ସୋମବାର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ, ଜଗଦୀପ ଧନଖଡ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତୁରନ୍ତ ପ୍ରଭାବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠିରେ ସେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ସେ ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ଇସ୍ତଫା ଦେଉଛନ୍ତି … Read more