ରାଜ୍ୟସଭା ନିର୍ବାଚନକୁ ନେଇ ଗାଇଡଲାଇନ୍ସ ଜାରି କଲେ ନିର୍ବାଚନ କମିଶନ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ସ ଜାରି କରିଛନ୍ତି l ରାଜ୍ୟସଭା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ହ୍ବିପ ଜାରି କରିପାରିବେ। ଭାରତର ନିର୍ବାଚନ କମିଶନଙ୍କ ୨୦୧୭ ନିର୍ଦ୍ଦେଶନାମା ଅନୁଯାୟୀ, ବିଧାୟକମାନେ ନିଜ ଦଳର ଏଜେଣ୍ଟଙ୍କୁ ବାଲଟ୍ ପେପର ଦେଖାଇବାକୁ ବାଧ୍ୟ। ଯଦି ସେ ଏଜେଣ୍ଟଙ୍କୁ ବାଲଟ୍ ନ ଦେଖାନ୍ତି, ତେବେ ଭୋଟ୍ ନାକଚ ହେବ। ଯଦି ସେ ଏଜେଣ୍ଟଙ୍କୁ ଦେଖାଇ ଅନ୍ୟ ଦଳକୁ ଭୋଟ୍ ଦିଅନ୍ତି, ତେବେ ଭୋଟ୍ ବୈଧ ରହିବ କିନ୍ତୁ … Read more