ବିଜେଡ଼ିରୁ ବିଜେପିକୁ ଡେଇଁଲେ ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେସିକା 

ଭୁ‌ବନେଶ୍ଵର: ଆଗାମୀ ନିର୍ବାଚନକୁ  ଆଖି ଆଗରେ ରଖି  ନେତାମାନଙ୍କ ଦଳ ଡିଆଁ  ପର୍ବର ଅନ୍ତ ଘଟୁନାହିଁ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା  ତଥା ବିଜେଡ଼ି ନେତା ଅପରାହ୍‌ଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ଶ୍ରୀତମ ଦାଶ, ସମୀର ମହାନ୍ତି ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପସ୍ଥିତିରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।  ବିଜେଡି ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ମୀପୁର ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା … Read more

ବିଜେଡିର ୯ଟି ବିଧାନସଭା ଏବଂ ୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା 

ଭୁବନେଶ୍ଵର- ମଧ୍ୟରୁ ଅନନ୍ତ ଜେନା, ବାଲେଶ୍ଵର ଲୋକସଭା ପାଇଁ ଲେଖାଶ୍ରୀ ଭୁବନେଶ୍ଵର: ଆଜି ବିଜେଡି ତାହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ଏଥିରେ ଲୋକସଭା​ ପାଇଁ ବାକି ରହିଥିବା ଏକମାତ୍ର ବାଲେଶ୍ବର ଆସନରେ ଦଳ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ମାତ୍‌ … Read more

ଭଦ୍ରକ ପୌରପାଳିକା ପୌରାଧ୍ୟକ୍ଷା ଗୁଲମକ୍କି ହବିବ  ବିଜେଡ଼ିରେ ମିଶିଲେ 

ଭୁବନେଶ୍ୱର: ଭଦ୍ରକ ପୌରପାଳିକାର ପୌରଧ୍ୟକ୍ଷା ଗୁଲମକ୍କି ହବିବଙ୍କସମେତ ଶତାଧିକ କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ଦାସବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଡକ୍ଟରସସ୍ମିତ ପାତ୍ର, ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଗୁଲମକ୍କି ଦଲୱାଜି … Read more

ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ଦିଲୀପ ରାୟ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪  ଓ  ଓଡିଶା ବିଧାନସଭା ନିର୍ବାଚନ ରେ ପ୍ରାର୍ଥୀ  ହୋଇପାରିବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦିଲୀପ ରାୟ | ଦିଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ ଆଉ କୋର୍ଟଙ୍କ ରହିତାଦେଶ ପରେ ଦିଲୀପଙ୍କ ନିର୍ବାଚନ ଲଢ଼ିବା ବାଟ ଫିଟିଛି | ମିଳିଥିବା ସୂଚନା ମୁତାବକ ୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ | ୩ ବର୍ଷ ଜେଲ୍‌ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା … Read more

ଜନସେନା ଦଳକୁ ନିର୍ବାଚନ ପାଇଁ ୫ କୋଟି ଟଙ୍କା ଦାନ କଲେ ଅଭିନେତା ଚିରଞ୍ଜୀବୀ

ଅମରାବତୀ:  ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ତାଙ୍କ ଭାଇ ପୱନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ଲୋକସଭା ନିର୍ବାଚନ ପୂର୍ବରୁ  ୫ କୋଟି ଟଙ୍କା ଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଭିନେତା ଚିରଞ୍ଜୀବୀଙ୍କ ସାନ ଭାଇ ପୱନ କଲ୍ୟାଣ ଟିଡିପି ଏବଂ ବିଜେପି ସହିତ ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଲଢୁଥିବା ଜନସେନା ଦଳର ମୁଖ୍ୟ ଅଟନ୍ତି। ଜନସେନା ମୁଖ୍ୟ ପୱନ କଲ୍ୟାଣ ଟଲିଉଡ ସୁପରଷ୍ଟାର ଏବଂ ତାଙ୍କ ଭାଇ ଚିରଞ୍ଜୀବୀଙ୍କୁ ଆଜି ଏକ ଚଳଚ୍ଚିତ୍ର ସୁଟିଂ ସ୍ଥାନରେ ଭେଟିଥିଲେ। … Read more

ବିଜେଡ଼ି ମଙ୍ଗ  ଧରିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର  ବେହେରା, ଲେଖାଶ୍ରୀ

ଭୁବନେଶ୍ଵର: ଆଜି ବିଜେଡ଼ି ମଙ୍ଗ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ଵର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଚିରଞ୍ଜୀବି ବିଶ୍ଵାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି। ଗଣେଶ୍ବର କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରିୟବ୍ରତ ମାଝି ପ୍ରମୁଖ … Read more

ବିଜେଡ଼ି ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା 

ଭୁବନେଶ୍ଵର: ତୃତୀୟ ପର୍ଯ୍ୟାୟରେ ବିଜୁ ଜନତା ଦଳ (ବିଜେଡି) ଆଜି  ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ ରେଙ୍ଗାଲି ପାଇଁ ସୁଦର୍ଶନ ହରିପାଲ, ରାଉରକେଲା ପାଇଁ ଶାରଦା ନାୟକ, ବୀରମିତ୍ରପୁର ପାଇଁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝର ପାଇଁ ମୀନା ମାଝୀ, ରାଇରଂଗପୁର ପାଇଁ ରାଇସିଂ ମୁର୍ମୁ, ବାଲେଶ୍ବର ପାଇଁ ସ୍ବରୂପ ଦାସ, କଟକ-ବାରବାଟୀ ପାଇଁ ପ୍ରକାଶ ବେହେରା, ସାଲେପୁର ପାଇଁ ପ୍ରଶାନ୍ତ ବେହେରାଙ୍କୁ … Read more

ବିଜେପି ବିଷଧର ସାପଠୁ ବଳି ଭୟଙ୍କର: ମମତା ବାନାର୍ଜୀ

କୋଲକାତା: ପ୍ରଥମ ପର୍ଯ୍ୟାୟ ଲୋକସଭା  ନିର୍ବାଚନ ଆରମ୍ଭକୁ ମାତ୍ର ଦୁଇ ସପ୍ତାହ ବାକିଥିବ ବେଳେ ସବୁ ଦଳ ବ୍ୟାପକ ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ବିବାଦୀୟ ରାଜନୈତିକ ବୟାନବାଜି  ବଢିବାରେ ଲାଗିଛି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାରରେ ବିରୋଧୀ ବିଜେପି ବିରୋଧରେ ବିବାଦୀୟ ତଥା ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ମମତା ବାନାର୍ଜୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବିଷଧର ସାପ ଉପରେ ବିଶ୍ୱାସ କରନ୍ତୁ କିନ୍ତୁ ବିଜେପିକୁ ନୁହେଁ। ଏହାଛଡ଼ା ସେ ଆଉ କେତେକ … Read more

ପ୍ରକାଶ ତ୍ରିପାଠୀ ବିଜେଡ଼ି ରାଜ୍ୟ ସମ୍ପାଦକ ଭାବେ  ନିଯୁକ୍ତ

ଭୁବନେଶ୍ଵର:ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ସଭାପତି ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ତଥା ରାଜ୍ୟ ଯୁବ ବିଜେଡି ପୂର୍ବତନ ଉପ ସଭାପତି ଡଃ ପ୍ରକାଶ କୁମାର ତ୍ରିପାଠୀଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବରେ ନିଯୁକ୍ତ ଦେଇ ଥିବାରୁ ଡଃ ତ୍ରିପାଠୀ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ,  ୫-ଟି ଅଧକ୍ଷ ଶ୍ରୀ ଭି କେ ପଣ୍ଡିଆନ୍, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉତ୍ତର ବିଧାୟକ … Read more

ବିଜେଡ଼ି ୨୭ ବିଧାନସଭା ଓ ୫ ଲୋକସଭା ପ୍ରାର୍ଥୀଙ୍କ  ନାମ ଘୋଷଣା କଲା 

ଭୁବନେଶ୍ଵର: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ସନ୍ଧ୍ୟାରେ ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା ‌କରାଯାଇଥିବା ଘୋଷଣା ଅନୁସାରେ ବ୍ରଜରାଜନଗରରୁ ପୁଣି ଥରେ ଅଳକା ମହାନ୍ତି ଟିକେଟ୍‌ ପାଇଛନ୍ତି। ସେହିପରି ବିଜେଡି ଦୀପାଳି ଦାସଙ୍କୁ ପୁଣି ଥରେ ଝାରସୁଗୁଡ଼ାରେ ଟିକେଟ୍‌ ଦେଇଛି। ବିଜେଡି ଟିକେଟ୍‌ରେ ତଳସରାରୁ ବିଜୟ ଟପ୍ପୋ, ସୁନ୍ଦରଗଡ଼ରୁ ଯୋଗେଶ ସିଂହ, ରାଇରଗଂପୁରରୁ ଅନିଲ ବରୁଆ, ବଣାଇରୁ ଭୀମସେନ ଚୌଧୁରୀ ନିର୍ବାଚନ … Read more