ବିଶ୍ଵର ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ଭାରତରେ
ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ୨୦୨୪ ମସିହା ହେଉଛି ସମଗ୍ର ବିଶ୍ଵ ପାଇଁ ନିର୍ବାଚନର ବର୍ଷ। କାରଣ ବିଶ୍ଵର ପ୍ରାୟ ୭୦ରୁ ୮୦ଟି ଦେଶରେ ଏବର୍ଷ ନିର୍ବାଚନ ହେଉଛି । ନିର୍ବାଚନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ଆମେରିକା, ରୁଷ, ବ୍ରିଟେନ, ଅଷ୍ଟ୍ରେଲିଆ, ଇସ୍ରାଏଲ, ଇରାନ, ପାକିସ୍ତାନ, ବାଂଲାଦେଶ, ଫ୍ରାନ୍ସ,, ବ୍ରାଜିଲ, ଇଣ୍ଡୋନେସିଆ ଇତ୍ୟାଦି । କିନ୍ତୁ ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଭାରତରେ । ଲୋକସଭା ନିର୍ବାଚନ ୨୦୨୪ ପୂର୍ବ … Read more