୫୯ ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ December 16, 2023 by NabaBharat ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ।
ଏକାମ୍ର ନିର୍ବାଚନମଣ୍ଡଳୀରେ ୪ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର December 16, 2023 by NabaBharat ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ରେଳବାଇର କେନ୍ଦୁଝରକୁ କ୍ରମାଗତ ଅବହେଳା ଚିନ୍ତାଜନକ:ବଦ୍ରି ପାତ୍ର December 16, 2023 by NabaBharat କେନ୍ଦୁଝର: ପୂର୍ବତଟ ରେଳବାଇ ହେଉ କି ଦକ୍ଷିଣ- ପୂର୍ବରେଳବାଇ, କେନ୍ଦୁଝର ଜିଲ୍ଲା ଖଣିଜ ପଦାର୍ଥ ପରିବହନରେ ସର୍ବାଧିକ ରାଜସ୍ୱ ଦେଇଥିବାବେଳେ କ୍ରମାଗତ ଭାବେ ଅବିଚାର ଓ ବୈମାତ୍ମକ ମନୋଭାବରୁ ଶିକାର ହୋଇଛି କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲାର ..
କେନ୍ଦ୍ର ପରେ ରାଜ୍ୟ ଦେଲା ଗରିବଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ December 16, 2023December 16, 2023 by NabaBharat ଭୁବନେଶ୍ୱର: ରାଜ୍ୟ ସରକାର ଗରିବ ଲୋକଙ୍କୁ ଆହୁରି ପାଞ୍ଚ ବର୍ଷ ପାଇଁ ମାଗଣା ଚାଉଳ ଯୋଗାଇବାକୁ ନିଷ୍ପତି କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅବଧିକୁ..
ଏଥର ପୁଣି ବିଜୁ ଜନତା ଦଳ, ଷଷ୍ଠ ଥର ପାଇଁ ଦଳର ପ୍ରସ୍ତୁତି December 16, 2023December 15, 2023 by NabaBharat ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିର ଝଲକ ଦେଖାଇଲା ବିଜୁ ଜନତା ଦଳ । ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ତାହା ସ୍ପଷ୍ଟ ବଋ ହୋଇ ପଡିଥିଲା।