ରାଜ୍ୟର ସମସ୍ତ ବନ୍ଦରରେ ମୁତୟନ ହେବ ତଟରକ୍ଷୀ ଜାହାଜ
ଭୁବନେଶ୍ୱର: ରାଜ୍ୟର ସମସ୍ତ ବନ୍ଦରରେ ତଟରକ୍ଷୀ ଜାହାଜ ମୁତୟନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବାର ସୂଚନା ଦେଇଛନ୍ତି ଉତ୍ତରପୂର୍ବ ତଟରକ୍ଷୀ ଆଇଜି ଇକବାଲ୍ ସିଂ ଚୌହ୍ୱାନ । ଶନିବାର ଦିନ ପାରାଦ୍ୱୀପରେ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀର ଅଭ୍ୟାସ କରାଯାଇଛି । କୌଣସି ବେଆଇନ କାରବାର, ବେଆଇନ ଅନୁପ୍ରବେଶ ଏବଂ ଆକ୍ରମଣକୁ କିପରି ରୋକା ଯାଇପାରିବ ତାର ଅଭ୍ୟାସ ହୋଇଛି । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି … Read more