RSS ର ଶତବାର୍ଷକୀ ଉତ୍ସବ ପାଳନ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଶତବାର୍ଷିକୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ RSSର ଅବଦାନକୁ ଦର୍ଶାଇ ଏକ ସ୍ମାରକୀ ଡାକ ଟିକେଟ୍ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଭାରତ ସରକାର ସଂଘର ଗୌରବମୟ ୧୦୦ ବର୍ଷର ଯାତ୍ରାକୁ ସ୍ମରଣ କରିବା ପାଇଁ ଆଜି ସ୍ବତନ୍ତ୍ର ଡାକ ଟିକେଟ୍ ଏବଂ ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ୧୦୦ ଟଙ୍କାର ଏହି ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଜାତୀୟ ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ସିଂହ ସହିତ … Read more

ଲୁହା ତୋରଣ ଭାଙ୍ଗିଯିବାରୁ ୯ ଶ୍ରମିକ ମୃତ:ତାମିଲନାଡୁ

ଚେନ୍ନାଇ: ମଙ୍ଗଳବାର ସନ୍ଧ୍ୟାରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏନୋର ଥର୍ମାଲ ପାୱାର ପ୍ଲାଣ୍ଟର ନୂତନ ସ୍ଥାନରେ ନିର୍ମାଣ କାର୍ଯ୍ୟ ସମୟରେ ଆର୍ଚ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତାପଜ ବିଦ୍ୟୁତ୍ କେନ୍ଦ୍ରର ଶ୍ରମିକମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ନଅ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା … Read more

ଔଷଧ ପରେ ଏବେ ସିନେମା ଉପରେ ୧୦୦% ଶୁଳ୍କ ଲଗାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଟାରିଫ ଧାରା ଜାରି ରହିଛି। ଷ୍ଟୀଲ, ଅନ୍ୟାନ୍ୟ ଉତ୍ପାଦ ଓ ଔଷଧ ପରେ ଏବେ ସିନେମା ଉପରେ ଟାରିଫ ଲଗାଇଛନ୍ତି ଟ୍ରମ୍ପ। ଏନେଇ ସେ ସୋମବାର ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମେରିକା ବାହାରେ ନିର୍ମାଣ ହେଉଥିବା ସମସ୍ତ ସିନେମା ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି।ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ଆମର ଚଳଚ୍ଚିତ୍ର ନିର୍ମାଣ ବ୍ୟବସାୟକୁ ଅନ୍ୟ ଦେଶଗୁଡ଼ିକ ଦ୍ୱାରା ଯୁକ୍ତରାଷ୍ଟ୍ର … Read more

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ କାନାଡ଼ା ସରକାର

କାନାଡ଼ା :କାନାଡା ରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷଣା କରିଛି। କାନାଡା ସରକାର କହିଛନ୍ତି ଯେ ଏହି ଗ୍ୟାଙ୍ଗ ଭାରତରେ ଅବସ୍ଥିତ ଏବଂ ଏହାର ନେତା ଜେଲରେ ଥିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରି ଅପରାଧ କରେ। ଆତଙ୍କବାଦୀ ସଂଗଠନ ଘୋଷଣା ପରେ କାନାଡା ସରକାର ଏବେ ଗ୍ୟାଙ୍ଗର ସମ୍ପତ୍ତି ଜବତ କରିପାରିବେ ଏବଂ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିପାରିବେ।ବିଷ୍ଣୋଇ ଗ୍ୟାଙ୍ଗ ଭାରତରୁ ସଞ୍ଚାଳିତ ହେଉଛି। ଏହାର ମୁଖ୍ୟ … Read more

ସୋନମ ଓ୍ଵାଙ୍ଗଚୁକଙ୍କ ପାକିସ୍ତାନ ଲିଙ୍କଙ୍କୁ ନେଇ ତଦନ୍ତ: ଡିଜିପି

ନୂଆଦିଲ୍ଲୀ: ଏନଏସଏ ଆଧାରରେ ଗିରଫ ହୋଇ ଏବେ ଜେଲରେ ସାମାଜିକ କର୍ମୀ ତଥା ପରିବେଶବିତ ସୋନମ ଓ୍ଵାଙ୍ଗଚୁକ। ଏହା ମଧ୍ୟରେ ଲଦାଖ ଡିଜିପି ଏସଡି ସିଂହ ଜାମୱାଲ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ନେଇ ବଡ଼ ବୟାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜାମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୨୪ରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପୂର୍ବରୁ ପରିବେଶ କର୍ମୀ ଓ୍ଵାଙ୍ଗଚୁକଙ୍କ ଉତ୍ତେଜକ ଭାଷଣ ଦ୍ୱାରା ହିଂସା ସୃଷ୍ଟି ହୋଇଥିଲା।ଜାମୱାଲ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍ସି ଓ୍ଵାଙ୍ଗୁଚକଙ୍କ ସମ୍ଭାବ୍ୟ ପାକିସ୍ତାନୀ … Read more

ବିଜୟ ଥାଲାପତିଙ୍କ ଶୋଭାଯାତ୍ରା ରେ ଦଳାଚକଟା:୩୦ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ତାମିଲ ଅଭିନେତା ବିଜୟ ଥାଲାପତିଙ୍କ ଟିଭିକେ ଦଳର ନିର୍ବାଚନୀ ରାଲି ରେ ହୋଇଥିବା ଦଳାଚକଟାରେ ୩୦ ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜ​‌ଣେ ୯ ବର୍ଷୀୟ ଶିଶୁ ନିଖୋଜ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କରୁର ଜିଲାପାଳ ଏବଂ ଅନ୍ୟ ବରିଷ୍ଟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶନିବାର କରୁର ଜିଲ୍ଲାରେ ବିଜୟଙ୍କ ନିର୍ବାଚନୀ … Read more

ମୃତ ଗ୍ରାହକଙ୍କ କ୍ଲେମ ପାଇଁ, RBI ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବେ ତା’ର ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ଦାବି ସମାଧାନ ପାଇଁ ଏକ ସମୟସୀମା ଧାର୍ଯ୍ୟ କରିଛି। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାର ୧୫ଦିନ ମଧ୍ୟରେ ଦାବି ସମାଧାନ କରିବାକୁ RBI ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏହା ନକଲେ ଗ୍ରାହକମାନଙ୍କୁ କ୍ଷତିପୂରଣ ଦିଆଯିବ।RBI ର ନୂତନ ନିର୍ଦ୍ଦେଶାବଳୀ ଯାହାକୁ Reserve Bank of India (Settlement of Claims in respect of Deceased Customers of … Read more

ମୌଲାନା ଗିରଫ ପରେ ଇଣ୍ଟରନେଟ୍ ସେବା ବନ୍ଦ: ବରେଲୀ ହିଂସା

ନୂଆଦିଲ୍ଲୀ: ପୋଲିସ ଗୋଟି ଗୋଟି କରି ସମସ୍ତଙ୍କୁ ବାନ୍ଧୁଛି । ଆଇଏମସି ମୁଖ୍ୟ ମୌଲନା ତୌକୀର ରଜାକୁ ପୋଲିସ ଗିରଫ କରିବା ପରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଶନିବାର ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସରକାରୀ ନିର୍ଦ୍ଦେଶ ପରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବରେଲୀରେ ଇଣ୍ଟରନେଟ୍ ସେବା ସ୍ଥଗିତ କରାଯାଇଛି । ବରେଲୀ ଏସଏସପିଙ୍କ କହିବା ଅନୁସାରେ, ମୋଟ୍ ୮ … Read more

ଟ୍ରମ୍ପଙ୍କ ୧୦୦% ଶୁଳ୍କ ଘୋଷଣାରେ ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା

ନୂଆଦିଲ୍ଲୀ: ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ତେବେ ଆମେରିକାରେ ଉତ୍ପାଦନ କାରଖାନା ନିର୍ମାଣ ଆରମ୍ଭ କରିଥିବା କମ୍ପାନୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ କରାଯାଇଛି । ଆମେରିକାକୁ ରପ୍ତାନି ହେଉଥିବା ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ … Read more

ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ କରିଛନ୍ତି। ଲେହ ହିଂସା ପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ର ସରକାର FCRA ନିୟମ ଉଲ୍ଲଂଘନ କରିଥିବାରୁ SECMOLର FCRA ପଞ୍ଜିକରଣ ରଦ୍ଦ କରିଥିଲେ। ଗୃହ ମନ୍ତ୍ରଣାଳୟର ତଦନ୍ତରେ ଅନେକ ଅନିୟମିତତା ଏବଂ ଉଲ୍ଲଂଘନ ସାମ୍ନାକୁ ଆସିଥିଲା। ସୋନମ ୱାଙ୍ଗଚୁକଙ୍କ ସଂଗଠନ ବିଦେଶୀ ଦାନ ଏବଂ ପାଣ୍ଠି ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ କରିବାରେ ବିଫଳ ହେବା ଏବଂ FCRA ( … Read more