ରାଷ୍ଟ୍ରପତିଙ୍କଠୁ ଜାତୀୟ ପୁରସ୍କାର ଗ୍ରହଣ କଲେ ଚିତ୍ରଶିଳ୍ପୀ ମାନସ ଦାସ

ନୂଆଦିଲ୍ଲୀ: ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ ‘ଏ କଲ ଫର ପ୍ରୋଗ୍ରେସ’ ପାଇଁ ମାନସ ଗ୍ରହଣ କରିଛନ୍ତି ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ କରିଛନ୍ତି ମାନସ । ଚଳିତବର୍ଷ ଏହି ପୁରସ୍କାର ପାଇବାକୁ ମନୋନୀତ ତାଲିକାରେ ମାନସ ଓଡ଼ିଶାରୁ ଏକମାତ୍ର ଶିଳ୍ପୀ । ରାଷ୍ଟ୍ରୀୟ ଲଳିତ ଏକାଡେମୀ ପକ୍ଷରୁ ଆୟୋଜିତ ୬୪ ତମ ଜାତୀୟ ଚିତ୍ରକଳା ପ୍ରଦର୍ଶନୀର ପୁରସ୍କାର ବିତାରଣୀ ଉତ୍ସବରେ ଓଡ଼ିଶାର ମାନସ … Read more

ଛାତ୍ର – ପୋଲିସ ମୁହାଁମୁହିଁ: ଲଦାଖ

ଲଦାଖ: ରାସ୍ତାକୁ ଓହ୍ଲାଇଲେ ଯୁବ ପିଢ଼ି । ଲଦାଖରେ ନେପାଳ ଭଳି ସ୍ଥିତି । ଆଜି ଲେହ-ଲଦାଖରେ ଯୁବ ପ୍ରଦର୍ଶନକାରୀଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ରାସ୍ତାରେ ପ୍ରତିବାଦ କରୁଥିବା ଜେନ୍-ଜିମାନେ ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ପଥର ମାଡ଼ କରିଛନ୍ତି। ଏହା ସହ ଏକ ପୋଲିସ ଗାଡ଼ିକୁ ମଧ୍ୟ ଜାଳି ଦିଆଯାଇଥିବା ଜଣାପଡ଼ିଛି। ଖବର ଅନୁସାରେ, ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି … Read more

ତିରୁପତି ମନ୍ଦିର ଦାନଅର୍ଥରେ ବଡ଼ ହେରଫେର

ଆନ୍ଧ୍ରପ୍ରଦେଶ ରାଜନୀତିରେ ଦେଖା ଦେଇଛି ନୂଆ ବିବାଦ । ତିରୁପତି ତିରୁମାଲା ମନ୍ଦିରରେ ପ୍ରାୟ ଶହେ କୋଟି ଟଙ୍କାର ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରିଛି ବିଜେପି । ଏନେଇ ଟିଡିପି ଏକ ଭିଡିଓ ଜାରି କରିଛି । ଦାନ ଟଙ୍କା ଗଣତି ସମୟରେ କିଭଳି ଅର୍ଥ ହେରଫେର କରାଯାଉଛି ତାର ସିସିଟିଭି ଭିଡିଓକୁ ସାର୍ବଜନୀନ କରିଛନ୍ତି ଦଳର ନେତା ନୋରା ଲୋକେଶ । ସବୁଠୁ ବଡ କଥା ହେଉଛି ଏନେଇ ଦଳ ସିଧାଳଖ ତତକାଳୀନ … Read more

ଦେଶବାସୀ ଙ୍କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶବାସୀଙ୍କୁ ସମ୍ବୋଧିତ କରି ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଥିଲେ । ଏଥିସହ GST ସଂସ୍କାର ସୋମବାର ସୂର୍ଯ୍ୟୋଦୟରୁ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ‘GST ସଞ୍ଚୟ ଉତ୍ସବ’ ପାଳନ ଲାଗି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଦେଶୀ ଉତ୍ପାଦର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଲୋକମାନଙ୍କୁ ସେଗୁଡ଼ିକୁ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ଉତ୍ସବ ଋତୁ ସମସ୍ତଙ୍କ ପାଇଁ … Read more

ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ: ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି । ଟସ୍‌ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଓପନିଂ ବ୍ୟାଟର୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର ଭାରତ ବୋଲରମାନ ପାକିସ୍ତାନର ମିଡିଲ୍‌ ଅଡର୍‌କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ପାକିସ୍ତାନର ଓପନର୍‌ ସାହିବଜାଦା ଫରହାନ୍‌ ସର୍ବାଧିକ ୫୮ ରନ୍‌ କରିଥିଲେ … Read more

ସ୍ମୃତି ମନ୍ଧାନାଙ୍କ ଅବିସ୍ମରଣୀୟ ବିରଳ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଙ୍କ ବିରଳ ରେକର୍ଡ । କୌଣସି ପୁରୁଷ କିମ୍ବା ମହିଳା କ୍ରିକେଟର ଯେଉଁ ରେକର୍ଡ କରି ପାରି ନଥିଲେ, ତାହା ସ୍ମୃତି ମନ୍ଧାନା କରି ଦେଖାଇଛନ୍ତି। ମାତ୍ର ୫୦ଟି ବଲରେ ଶତକ ହାସଲ କରିଛନ୍ତି ସ୍ମୃତି ମନ୍ଧାନା। ତାଙ୍କ ପୂର୍ବରୁ ଦିନିକିଆ କ୍ରିକେଟରେ କୌଣସି ଭାରତୀୟ(ଉଭୟ ପୁରୁଷ ଓ ମହିଳା) ଏପରି ଦ୍ରୁତତମ ଶତକ ହାସଲ କରି ନଥିଲେ। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ … Read more

ଅଭିନେତା ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ: ମଲାୟାଲାମ୍ ସିନେ ତାରକା ମୋହନଲାଲ ବିଶ୍ୱନାଥନ ୨୦୨୩ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋହନଲାଲ ଦାଦାସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ ହେବେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଚୟନ କମିଟି ମୋହନଙ୍କ ନାମରେ ମୋହର ମାରିଛି । ସେପ୍ଟେମ୍ବର ୨୩ରେ … Read more

ମଣିପୁରରେ ଆସାମ ରାଇଫଲ୍ସ ଗାଡ଼ି ଉପରେ ଆକ୍ରମଣ, ୨ ଯବାନ ସହିଦ

ମଣିପୁର : ମଣିପୁରର ରାଜଧାନୀ ଇମ୍ଫାଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଆସାମ ରାଇଫଲ୍‌ସର ଏକ ଟ୍ରକ୍ ଉପରକୁ କିଛି ଅଜଣା ବନ୍ଧୁକଧାରୀ ଗୁଳିମାଡ଼ କରିବାରୁ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇମ୍ଫାଲ ବିମାନବନ୍ଦରଠାରୁ ୮ କିଲୋମିଟର ଦୂରରେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳଟି ଇମ୍ଫାଲ ଓ ଚୁରାଚାନ୍ଦପୁର ମଝିରେ। ଆସାମ ରାଇଫଲ୍ସର ୩୩ ଜଣ ଯବାନ ଟ୍ରକ୍ … Read more

ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । “The Tigers Who Changed Their Stripes” ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ … Read more

ହିଣ୍ଡନବର୍ଗ ମାମଲାରେ ଗୌତମ ଆଦାନୀଙ୍କୁ ସେବିର କ୍ଲିନଚିଟ୍

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଗୁରୁବାର ଆଦାନୀ ଗ୍ରୁପ୍ ଏବଂ ଏହାର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗରୁ କ୍ଲିନ ଟିଟ୍ ଦେଇଛି। ଏନେଇ ପିଟିଆଇରେ ଖବର ପ୍ରକାଶ ପାଇଛି। ସୂଚନା ଥାଉକି ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ ମେନିପୁଲେସନ ଓ ବେଇଆଇନ କାରବାର ଅଭିଯୋଗ ଆଣିଥିଲା ହିଣ୍ଡେନବର୍ଗ। ନିଜର କାରବାର ଲୁଚାଇବାକୁ ଗ୍ରୁପ ଅନ୍ୟ ୩ କମ୍ପାନୀ ମାଧ୍ୟମର ପାଣ୍ଠିର ବ୍ୟବହାର କରିଥିଲା ବୋଲି ସଂସ୍ଥା … Read more