କୋଲଡ୍ରିଫ୍” କଫ୍ ସିରପ୍ କମ୍ପାନୀର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ : ”କୋଲଡ୍ରିଫ୍” କଫ୍ ସିରପ୍ ଯୋଗୁଁ ଅତି କମରେ ୨୨ ଜଣ ଶିଶୁଙ୍କ ମୃତ୍ୟୁ ପରେ ଶ୍ରୀସାନ୍ ଫାର୍ମାସିଟିକାଲ୍ସ କମ୍ପାନୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶ୍ରୀସାନ୍ ଫାର୍ମାସିଟିକାଲ୍ସ କମ୍ପାନୀର ଲାଇସେନ୍ସ ରଦ୍ଦ କରିଛନ୍ତି ତାମିଲନାଡ଼ୁ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ ଗୁରୁବାର ଘୋଷଣା କରିଛନ୍ତି । ଏହା ପୂର୍ବରୁ କମ୍ପାନୀର ମାଲିକ ଜି. ରଙ୍ଗନାଥନଙ୍କୁ ଗିରଫ କରାଯାଇଛି । ତାମିଲନାଡୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି … Read more

ଆସାମ ରେ ବିଜେପିକୁ ଝଟକା: ଦଳ ଛାଡ଼ିଲେ ୧୮ ନେତା

ଆସାମ :ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଝଟ୍‌କା । ଚାରିଥରର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେନ ଗୋହାଇନ ବିଜେପିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ବିଜେପି ଛାଡ଼ିଛନ୍ତି ୧୮ ଜଣ ନେତା । ୭୪ ବର୍ଷୀୟ ରାଜେନ ଗୋହାଇନ୍ ୩୪ ବର୍ଷ ଧରି ବିଜେପି ସହ ସଂପୃକ୍ତ ଥିଲେ। ଆରଏସଏସ୍ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ବିଜେପି ଏହାର ମୂଳ ଆଦର୍ଶ ଓ ଆଞ୍ଚଳିକ ପ୍ରତିବଦ୍ଧତାରୁ ଓହରି ଯାଇଥିବା ଅଭିଯୋଗ କରି … Read more

ପାହାଡ଼ରେ ଭୂସ୍ଖଳନ,ବସ୍ ଉପରେ ପଡ଼ି ୧୫ ଜଣଙ୍କ ମୃତ୍ୟୁ

ଶିମଲା:ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ବରଠୀ ଅଞ୍ଚଳର ଭଲୁ ସେତୁ ନିକଟରେ ଭୂସ୍ଖଳନ ହୋଇଥିଲା । ଫଳରେ ଏକ ଘରୋଇ ଚଳନ୍ତା ବସ୍ ଉପରେ ଭଗ୍ନାବଶେଷ/ ବଡ ପଥର ଖସିପଡ଼ିଛି। ରିପୋର୍ଟ ଅନୁଯାୟୀ, ଏଥିରେ ୩୦ ଜଣ ଯାତ୍ରା କରୁଥିଲେ। ବର୍ତ୍ତମାନ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି।ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ପ୍ରଶାସନର ସହାୟତାରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ବାକି ସମସ୍ତ … Read more

ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଲେ ଆଇନଜୀଵୀ

ସୁପ୍ରିମକୋର୍ଟ ପରିସରରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ବରିଷ୍ଠ ଓକିଲ ରାକେଶ କିଶୋର (୬୦) ପ୍ରଧାନ ବିଚାରପତି ବିଆର ଗବାଇଙ୍କ ଉପରକୁ ଜୋତା ଫିଙ୍ଗିଥିବା ନେଇ ସୂଚନା ମିଳିଛି। ଆଜି ପ୍ରଧାନ ବିଚାରପତି ବିଆର ଗବାଇ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ରାକେଶ କିଶୋର ନାମରେ ଜଣେ ଓକିଲ ପ୍ରଥମେ ଟେବୁଲ ବାଡ଼େଇଥିଲେ । ଟେବୁଲଟି ତଳେ ପଡ଼ିଯାଇଥିଲା । ଏହା ପରେ ଚପଲ ଫିଙ୍ଗିବାକୁ … Read more

ହସ୍ପିଟାଲରେ ନିଆଁ ଲାଗି ଯିବାରୁ ୬ଜଣ ରୋଗୀଙ୍କ ମୁର୍ତ୍ୟୁ

ରାଜସ୍ଥାନ: ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ଘଟିଛି ବଡ଼ ଅଘଟଣ । ନିଆଁ ଲାଗିଯିବାରୁ ଚାଲିଯାଇଛି ୬ଜଣ ରୋଗୀଙ୍କ ଜୀବନ ।ରବିବାର ବିଳମ୍ବିତ ରାତିରେ ହସ୍ପିଟାଲର ଟ୍ରମା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ଶୀଘ୍ର ବ୍ୟାପି ଯାଇଥିଲା , ଯାହା ଫଳରେ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା । ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ରହିଥିଲେ । ନିଆଁର ପ୍ରକୋପ ଦେଖି, ୱାର୍ଡ … Read more

ପାକିସ୍ତାନ ସୀମାରେ ଖଞ୍ଜା ଯିବ AK 360 ଏୟାର ଡିଫେନ୍ସ ବନ୍ଧୁକ

ପାକିସ୍ତାନ ସୀମାରେ ଖଞ୍ଜା ଯିବ AK 360 ଏୟାର ଡିଫେନ୍ସ ବନ୍ଧୁକଏହି ବନ୍ଧୁକକୁ ଗୋଟିଏ ଟ୍ରେଲରରେ ଖଞ୍ଜାଯିବ ଓ ଉଚ୍ଚ ସ୍ଥାନରେ ରଖାଯିବ। ଏକେ ୩୬୦ ଏୟାର ଡିଫେନ୍ସ ଗନର ଲକ୍ଷ୍ୟଭେଦ କ୍ଷମତା ୪ କିମି ଓ ଏଥିରୁ ପ୍ରତି ମିନିଟରେ ୩ ହଜାର ରାଉଣ୍ଡ ଗୁଳି ମାଡ଼ କରାଯାଇ ପାରିବ।ମିଶନ ସୁଦର୍ଶନ ଚକ୍ର ଅଧୀନରେ ଏହି ଅତ୍ୟାଧୁନିକ ବନ୍ଧୁକ ସୀମାରେ ଲାଗିବ URAM (ମାନବହୀନ ଯାନ, ରକେଟ୍, ତୋପ ଓ ମୋର୍ଟାର)ରୁ ସୃଷ୍ଟି ହେଉଥିବା ବିପଦକୁ … Read more

ଆରମ୍ଭ ହେଲା ‘ଆପ୍ କୀ ପୁଞ୍ଜି – ଆପ୍ କା ଅଧିକାର’ ଅଭିଯାନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଗୁଜରାଟର ଗାନ୍ଧିନଗରଠାରୁ ‘ଆପ୍‍ କୀ ପୁଞ୍ଜି – ଆପ୍‍ କା ଅଧିକାର’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସମଗ୍ର ଦେଶରେ ଆର୍ଥିକ ବ୍ୟବସ୍ଥାରେ ବିଭିନ୍ନ କ୍ଷେତ୍ରରେ ପଡ଼ିରହିଥିବା ଦାବିହୀନ ଆର୍ଥିକ ସମ୍ପତ୍ତିଜନିତ ସମସ୍ୟାର ତ୍ୱରିତ ସମାଧାନ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍‍ବୋଦନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ମାଧ୍ୟମରେ ଦାବି କରାଯାଇ ନ ଥିବା ଜମାରାଶିକୁ ଏହାର ବୈଧ … Read more

ଭାରତ ଆସିବେ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକୀ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି l ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ କୌଣସି ସରକାରୀ ପ୍ରତିନିଧି ଦଳ ଭାରତ ଆସିବେ। ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି।ଯଦି ମୁତାକିଙ୍କ ଗସ୍ତ ଠିକ୍ ରହିଲା ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସ୍ଥିତି ସୃଷ୍ଟି କରିବ। ଭାରତ ଏପର୍ଯ୍ୟନ୍ତ ତାଲିବାନ … Read more

ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂହ

ଗୁଜୁରାଟ:ବିଜୟାଦଶମୀ ଅବସରରେ, ପ୍ରତିରକ୍ଷା ମନ୍ତ୍ରୀ ଗୁଜରାଟର କଚ୍ଛରେ ଏକ ଅସ୍ତ୍ର ପୂଜା ଉତ୍ସବରେ ଅଂଶଗ୍ରହଣ କରିଥିଲେ। ତା’ପରେ ସେ ଭାରତୀୟ ସୈନିକମାନଙ୍କୁ ସମ୍ବୋଧିତ କରି କହିଥିଲେ, ଅପରେଶନ ସିନ୍ଦୂର ସମୟରେ, ପାକିସ୍ତାନ ଲେହରୁ ସର୍‌ କ୍ରିକ ଏହି ଅଞ୍ଚଳକୁ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରିବାକୁ ବିଫଳ ହୋଇଥିଲା। ଏହାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ, ଭାରତୀୟ ସୈନିକମାନେ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଥିଲେ ଏବଂ ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲେ ଯେ, ଭାରତୀୟ … Read more

ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଡିସେମ୍ବର ୫ ରେ ଭାରତକୁ ଆସି ପାରନ୍ତି। ଏହି ଆଲୋଚନା ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି କିନ୍ତୁ ରୁଷ ରାଷ୍ଟ୍ରପତି ଗୋଟିଏ ଦିନ ପାଇଁ ଭାରତ ଗସ୍ତ କରିବେ କି ଦୁଇ ଦିନ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଟିନଙ୍କ ଗସ୍ତ ପୂର୍ବରୁ, … Read more