ମେ ୬ ରୁ ଶିଶୁ ଅଧିକାର ସୁରକ୍ଷାକୁ ମଜବୁତ କରିବାକୁ ପଦକ୍ଷେପ
ଭୁବନେଶ୍ୱର: ରାଜ୍ୟରେ ମେ ୬ ତାରିଖରୁ ଆରମ୍ଭ ହେବ ଶିଶୁ ଶ୍ରମିକ ମୁକ୍ତ ଅଭିଯାନ। ଶ୍ରମ ମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯାନର ଶୁଭାରମ୍ଭ କରାଯିବ ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ବବିତା ପାତ୍ର କହିଛନ୍ତି। ଶିଶୁମାନଙ୍କ ସୁରକ୍ଷା ପାଇଁ ପୂର୍ବରୁ ସ୍କୁଲ ଡ୍ରପଆଉଟ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। “ଚାଲ ଘରକୁ ଯିବା” ଅଭିଯାନ ମାଧ୍ୟମରେ ଯେଉଁ ପିଲାମାନେ ସ୍କୁଲକୁ ଯାଉନାହାନ୍ତି, ସେମାନଙ୍କୁ ପୁଣିଥରେ ଶିକ୍ଷା ପରିସରକୁ ଆଣିବାରେ ଜୋର … Read more