କଂଗ୍ରେସ ସମର୍ଥନରେ ସରକାର ଗଢିବାକୁ ଦାବି କଲେ ଥାଲାପତି
ଚେନ୍ନାଇ: ଆସନ୍ତାକାଲି ସକାଳ ୧୦ଟାରେ ବିଜୟ ଥାଲାପତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜୟ ଆଜି ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ବିଜୟଙ୍କ ନୂତନ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK) ମୋଟ ୧୦୮ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ସରକାର ଗଢ଼ିବା ପାଇଁ ବିଜୟଙ୍କୁ କଂଗ୍ରେସ ଏବଂ ଅନ୍ୟ କିଛି ଆଞ୍ଚଳିକ ଦଳ ସମର୍ଥନ ଜଣାଇଛନ୍ତି। ବର୍ଷ ବର୍ଷ ଧରି ରାଜ୍ୟରେ … Read more