କୋଟି କୋଟି ଟଙ୍କା ନେଇ ଚିଟଫଣ୍ଡ କମ୍ପାନୀ ଫେରାର
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ସୋର ଅଞ୍ଚଳରେ ଗଢ଼ି ଉଠିଥିବା ଦୁଇଟି ସଂସ୍ଥା ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠୁ ପ୍ରାୟ ୨୦୦ କୋଟି ଟଙ୍କା କରି ଛୁ ମାରିଥିବା ଅଭିଯୋଗ ହୋଇଛି। ଗୋଟିଏ ସଂସ୍ଥା ମାସେ ତଳେ ଉଭାନ୍ ହୋଇଯାଇଥିବା ବେଳେ ଅନ୍ୟ ସଂସ୍ଥାଟି ୩ ଦିନ ତଳେ ଗାଏବ୍ ହୋଇଯାଇଛି। ସୂଚନା ଅନୁସାରେ; ବାଲେଶ୍ଵରରେ ଅନେକ ଛୋଟବଡ଼ ଅର୍ଥଲଗାଣକାରୀ ଚିଟ୍ଫଣ୍ଡ ସଂସ୍ଥା ଖୋଲିଥିଲା। ଯେଉଁ ସାଂସ୍ଥାଗୁଡ଼ିକ ଆଶାତୀତ ସୁଧର ଲୋଭ ଦେଖାଇ ଜିଲ୍ଲାର ଲୋକମାନଙ୍କଠାରୁ ଶହ … Read more