କେନ୍ଦ୍ର ସରକାରଙ୍କ ‘ସାଗର ପରିକ୍ରମା’ କାର୍ଯ୍ୟକ୍ରମ ମତ୍ସ୍ୟଜୀବୀଙ୍କ ଆର୍ଥିକ ଭାଗ୍ୟର ଉଦୟରେ ସହାୟକ ହେବ : ମନମୋହନ ସାମଲ
ଧାମରା: “ସାଗର ପରିକ୍ରମା” କାର୍ଯକ୍ରମ ଦେଶର ସମସ୍ତ ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ପାଇଁ ଏକ ମାଧ୍ୟମ ପାଲଟିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ମତ୍ସଜୀବୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଏହି “ସାଗର ପରିକ୍ରମା” ଯୋଜନା ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। ମୋଦିଜୀ ମତ୍ସ୍ୟଜୀବୀ ସମ୍ପ୍ରଦାୟର କଲ୍ୟାଣ ତଥା ଉପକୂଳ ବିକାଶ ପାଇଁ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱର ପରିବର୍ତନଶୀଳ ଶକ୍ତିର ଏକ ପ୍ରମାଣ ସୃଷ୍ଟି କରିଛନ୍ତି । ସାମୁଦ୍ରିକ ଇକୋସିଷ୍ଟମକୁ ସୁରକ୍ଷା ଦେବା ପାଇଁ ସାଗର ପରିକ୍ରମାର ଲକ୍ଷ୍ୟ ରଖିଛନ୍ତି … Read more