ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ
କଟକ : ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହିରଣ୍ମୟୀ ନାୟକ ସମେତ ୬୩ ଟି ଆବେଦନର ଏକତ୍ର ଶୁଣାଣି କରି ୧୦୩ ପ୍ରୁଷ୍ଠାର ଐତିହାସିକ ରାୟ ପ୍ରଦାନ କରିଛନ୍ତି ମାନ୍ୟବର ବିଚାରପତି ଜଷ୍ଟିସ ଶତପଥୀ । ଏସ୍ .ସି ଓ ଏସ୍ .ଟି … Read more