ବାଲି ଗାଡ଼ି ସିଜ୍ ବେଳେ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
ବାରିପଦା: ନବନିଯୁକ୍ତ ବେତନଟୀ ତହସିଲଦାରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ। ତହସିଲଦାରଙ୍କ ଡ୍ରାଇଭରଙ୍କ ମୁଣ୍ଡ ଫଟାଇବା ସହ ଆକ୍ରମଣ କଲେ ବାଲି ମାଫିଆ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନାରେ ତହସିଲଦାରଙ୍କ ଲିଖିତ ଅଭିଯୋଗ। ଯାହା ଫଳରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବାଲି ଚୋରା ଚାଲାଣକାରୀଙ୍କ ଆକ୍ରମଣରେ ତହସିଲଦାର ଚନ୍ଦ୍ରଜିତ ବେହେରା ଏବଂ ଅନ୍ୟ ଚାରି ଜଣ ସରକାରୀ କର୍ମଚାରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥ-୧୮ ନିକଟରେ ପ୍ରାୟ ୧୫ ଜଣ ବାଲି ମାଫିଆ … Read more