୩୦ ଜିଲ୍ଲା ପାଇଁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଅଢେଇ ବର୍ଷ ଧରି ରାଜ୍ୟରେ ଖାଲି ପଡିଥିବା ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର। ବିଜେପିର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଏଥିରେ ଥଇଥାନ କରିଛନ୍ତି ରାଜ୍ୟ ସରକାର। ୨୦୧୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ସମସ୍ତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନେ ଇସ୍ତଫା ପ୍ରଦାନ କରିଥିଲେ। ସେବେଠୁ ସମସ୍ତ ୩୦ଟି ଯାକ ଜିଲ୍ଲାରେ ଏହି ପଦବୀ ଖାଲି ପଡିଥିଲା। ବିଭିନ୍ନ ଜିଲ୍ଲା ପାଇଁ ଦାୟିତ୍ୱ ନେଇଥିବା ବିଧାୟକ … Read more