ପାଣ୍ଡିଆନଙ୍କ ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର ଅଭିଯାନ

ଭୁବନେଶ୍ଵର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ … Read more

୩୨ ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ; ଅନୁଗୁଳରେ ସର୍ବାଧିକ ୪୪.୬ ଡିଗ୍ରି ରେକର୍ଡ

ଭୁବନେଶ୍ଵର:ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛି। ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ନାହିଁ ବୋଲି  ପାଣିପାଗ ବିଭାଗ ପକ୍ଷରୁ ଏଭଳି ସତର୍କ ସୂଚନା ଜାରି ହୋଇଛି। ଏହାରି ମଧ୍ୟରେ ରାଜ୍ୟର ୩୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ଅନୁଗୁଳରେ ୪୪.୬ ଡିଗ୍ରି ସର୍ବାଧିକ ତାପମାତ୍ରା ରହିଛି। ବୌଦ୍ଧରେ  ୪୪.୫, ନୂଆପଡା ଏବଂ ବଲାଙ୍ଗୀରରେ ୪୪ … Read more

ସାଧାରଣ ନିର୍ବାଚନ-୨୦୨୪: ୭୮ ବର୍ଷୀୟା ବୃଦ୍ଧାହସ୍ପିଟାଲ୍‌ରୁ ଷ୍ଟ୍ରେଚର୍‌ରେ ବୁହାହୋଇ ଆସି ଦେଲେ ଭୋଟ୍‌

ନୂଆଦିଲ୍ଲୀ: ଗଣତନ୍ତ୍ରରେ ମତଦାନ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ନାଗରିକ ଅଧିକାର। ପାଞ୍ଚ ବର୍ଷକୁ ଥରେ ଆସୁଥିବା ଏହି ମତଦାନ ଅଧିକାରକୁ ସାବ୍ୟସ୍ତ କରିବାର ସୁଯୋଗ ଆଦୌ ବି ହାତଛଡ଼ା କରିବା ଉଚିତ ନୁହେଁ। ୭୮ ବର୍ଷୀୟା ଜଣେ ମହିଳା ଅସୁସ୍ଥ ଥିବା ସତ୍ତ୍ବେ ହସ୍ପିଟାଲ୍‌ରୁ ଷ୍ଟ୍ରେଚରରେ ବୁହା ହୋଇ ଭୋଟ୍‌ ଦେବାକୁ ଆସି ସଭିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ମଙ୍ଗଳବାର ଦିନ ଶ୍ରୀମତୀ କଲଭତୀଙ୍କୁ ନାମ୍ନୀ ଏହି ମହିଳାଙ୍କୁ ଜୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା “ଭୋଟ୍ ଦେବା … Read more

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ରେ ମାଗଣା ମଧୁମେହ ଚିକିତ୍ସା ଶିବିର

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଆସନ୍ତା ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହେବ। ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବେ ଓ ପରାମର୍ଶ ଦେବେ। ଜନସାଧାରଣ ଏହି ମାଗଣା ମଧୁମେହ ଚିକିତ୍ସା ଶିବିରକୁ ଆସି ନିଜର … Read more

ବିଜେପିରେ ଯୋଗଦେଲେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ଵର: ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ ବିଜେପିରେ ଯୋଗଦେଇଛନ୍ତି। ଟିକେଟ୍ କାଟିବା ପରେ ନିକଟରେ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଶ୍ରୀ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରାର୍ଥୀ ବଦଳାଇ ଥିଲା। ଆଜି ଅମିତ ଶାହାଙ୍କ ଗସ୍ତ ସମୟରେ ପ୍ରବୋଧ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ସୋନପୁର … Read more

ଦୀର୍ଘ ୧୧ଦିନ ପରେ ବିଧାୟକ ପାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର:ଓଡିଶାର ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଶ୍ରୀଧର ଦେବ ପାର୍ଥୀ ହୋଇଥିଲେ। କିଂତୁ ଆଜି ସୋସିଆଲ ମେଡ଼ିଆ ପ୍ଲାଟଫର୍ମ ‘x’ ରେ ଦଳ ତରଫରୁ ସୂଚନା ଦିଆଯାଇଛି ଯେ ତାଙ୍କ ସ୍ଥାନରେ କାକା ସୁଜିତ କୁମାର ଦଳ ତରଫରୁ ନିର୍ବାଚନ ଲଡ଼ିବେ। ପରିବର୍ତନର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନାହିଁ।

ହିନ୍ଦୋଳର ବିଜେଡି ବିଧାୟିକା ଏବେ ବିଜେପିରେ

ଭୁବନେଶ୍ୱର:ଲଗାତାର ୨୦୧୪ ଏବଂ ୨୦୧୯ ରେ ବିଜୁ ଜନତା ଦଳ (ବିଜେଡି) ରୁ ବିଧାୟିକା ହୋଇଥିବା ସୀମାରାଣୀ ନାୟକ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି। ଏଥର ତାଙ୍କ ବଦଳରେ ମହେଶ ସାହୁଙ୍କୁ ଦଳ ପକ୍ଷରୁ ଗତକାଲି ପାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଏହାପରେ ସେ ଗତକାଲି ବିଜେଡିରୁ ଇସ୍ଥପା ଦେଇଥିଲେ।

୪୩.୮ ଡିଗ୍ରୀ ସେଲସିୟସ୍ ରେ ତାତିଲା ଭୁବନେଶ୍ୱର, ୧୭ ଟି ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ତାତି, ଆଉ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି | ଆଜି ୧୭ ସହରରେ ଦିନ ତାପମାତ୍ରା ୪୦° ସେଲସିୟସ୍ ଉପରେ ଥିବାବେଳେ ୪୩.୮°ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି | ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ ସେଲସିୟସ୍, ପାରଳାଖେମୁଣ୍ଡିରେ ୪୨.୯ ଡିଗ୍ରୀ ସେଲସିୟସ୍, ବାରିପଦାରେ ୪୨.୬ ଡିଗ୍ରୀ ସେଲସିୟସ୍, ନୂଆପଡାରେ ୪୨.୪ ଡିଗ୍ରୀ ସେଲସିୟସ୍, କେନ୍ଦ୍ରାପଡାରେ ୪୧.୮ ଡିଗ୍ରୀ … Read more

ବିଜେଡିର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ଵର: ଆଜି ବିଜେଡି ତାହାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୬ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଥିରେ ପାଞ୍ଚ ଜଣ ବିଧାୟକ/ବିଧାୟିକା ମାନଙ୍କର ଟିକେଟ୍ କଟିଛି। ଯଦିଓ ସେଥିମଧ୍ୟରୁ ବାଙ୍ଗିରିପୋଷି ରୁ ବିଧାୟକ ସୁଦାମ ମାରାଣ୍ଡି (ଯାହାଙ୍କୁ ଚଳିତଥର ମୟୁରଭଞ୍ଜ ଲୋକସଭା ପାଇଁ ବିଜେଡି ପାର୍ଥୀ କରିଛି ) ଙ୍କ ପତ୍ନୀ ରଂଜିତା ମାରାଣ୍ଡି ଙ୍କୁ ଟିକେଟ୍ ମିଳିଛି। ଅପରପକ୍ଷରେ ବାଲିକୁଦା -ଏରସମା, ହିନ୍ଦୋଳ, ରଘୁନାଥପଲ୍ଲୀ ଏବଂ … Read more

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି”- ଓଡ଼ିଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର: ‘ରିଫର୍ମ୍ – ପରଫର୍ମ୍ – ଟ୍ରାନ୍ସଫର୍ମ୍’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ। ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ … Read more