ରଜ ସଜବାଜରେ କିଣାକିଣିକୁ ନେଇ କଳି ସ୍ତ୍ରୀକୁ ହାଣିଲା ସ୍ବାମୀ

ଭୁବନେଶ୍ୱର:ରଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ତ୍ରୀ କୁ ସ୍ବାମୀର ଆକ୍ରମଣ। ଆକ୍ରମଣରେ ଗୁରୁତର ମହିଳା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି lସୂଚନା ଅନୁଯାୟୀ ରଜ ପର୍ବ ପାଇଁ ନୂଆ ପୋଷାକ ଏବଂ ଅନ୍ୟାନ୍ୟ ସଜବାଜ ସାମଗ୍ରୀ କିଣାକିଣି କରିବାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା। ସ୍ୱାମୀ ଜଣକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବାରୁ ସାମାନ୍ୟ କଥାରୁ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ରାଗ … Read more

ଭଡା ଘର ପାଇଁ ଲାଗୁ ହେବ ନୂଆ ନିୟମ “ଓଡ଼ିଶା ଅର୍ବାନ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୨୦୨୬”

ଭୁବନେଶ୍ୱର:ଘର ଭଡ଼ା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ବଦଳିବ ୫୯ ବର୍ଷର ପୁରୁଣା ଆଇନ । ଏଣିକି ଖାଲି କଥାବାର୍ତ୍ତା କରି, ଆଗୁଆ ଟଙ୍କା ଦେଇ କିମ୍ବା ନେଇ, ଆପଣ ଦେଇପାରିବେନି କିମ୍ବା ନେଇପାରିବେନି ଘରଭଡା । ଓଡ଼ିଶାର ସହରାଞ୍ଚଳରେ ଘରଭଡ଼ା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଆଧୁନିକ ଓ ଜବାବଦେହୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଅର୍ବାନ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୨୦୨୬’ ର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ନୂଆ ଆଇନ ଲାଗୁ ହେଲେ … Read more

ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ୍

ଭୁବନେଶ୍ୱର:କାର୍ଯ୍ୟରତ ପୋଲିସକୁ ଆକ୍ରମଣ ଘଟଣାରେ ମହାକାଳପଡ଼ା ଥାନା ପୋଲିସ ଚାମେଲିଙ୍କୁ ଗିରଫ କରିବା ପରେ ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର କରିଛି । ଏହା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସରପଞ୍ଚ ଚାମେଲି ଓଝାଙ୍କ ନାମରେ ଦୁଇଟି ମାମଲା ରହିଛି । ମହାକାଳପଡ଼ା ବିଡ଼ିଓଙ୍କୁ ଦୁର୍ବ୍ୟବହାର ଏବଂ ପୋଲିସକୁ ଆକ୍ରମଣ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଚାମେଲି ପୋଲିସ କର୍ମଚାରୀଙ୍କ ଆଙ୍ଗୁଠି କାମୁଡି ପକାଇବା, ଥାନା ପୋଡ଼ି ଦେବା ଧମକ … Read more

ଡିଜି ପଦବୀ ପାଇଁ ୩୩ ଆଇପିଏସ୍ ଚୟନ : ସ୍ଥାନପାଇଲେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ବଡ଼ ସଫଳତା। ନିର୍ଦ୍ଦେଶକ ଜେନେରାଲ (DG) ବା ସମକକ୍ଷ ପଦବୀ ପାଇଁ ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ମନୋନୀତ ହୋଇଥିବା ବେଳେ ଏଥିରେ ଓଡ଼ିଶାର ଦୁଇ ପ୍ରଭାବଶାଳୀ ଚେହେରା ସ୍ଥାନ ପାଇଛନ୍ତି। ସେମାନେ ହେଲେ ୧୯୯୫ ବ୍ୟାଚ୍ ଆଇପିଏସ୍ ଡଃ ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ୍. ରଣପିସେ। କେନ୍ଦ୍ରୀୟ କ୍ୟାବିନେଟ୍ ନିଯୁକ୍ତି କମିଟି (ACC) … Read more

ଉଦଘାଟିତ ହେଲା ଏକାମ୍ର କାନନ ରାସ୍ତା: ସିଆରପିରୁ ଇନଫୋସିଟି ଲାଗିବ ୧୫ ମିନିଟ୍

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଦୁଇବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ଓ ଗମନାଗମନର ବିକାଶ ପାଇଁ ୧୦୮.୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସରୁ ଇନ୍‌ଫୋସିଟି ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ୧୩ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ୬ ଲେନ୍ ରାସ୍ତାର ଉଦ୍‌ଘାଟନ କରିଛନ୍ତି । ଏଥି ସହିତ ୯୪୯ କୋଟିରୁ ଅଧିକ ଟଙ୍କା … Read more

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର:ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିବାବେଳେ ଆଗାମୀ କିଛି ଦିନ ମଧ୍ୟରେ ଏହା ସମଗ୍ର ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା ସହିତ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଦେଖାଦେଇଛି।ଏଥର ଅନୁକୂଳ ପାଗ ପରିସ୍ଥିତି ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶାରେ ପହଞ୍ଚିଛି। ଜୁନ୍ ୪ରେ କେରଳ ଛୁଇଁଥିବା ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗେଇ ଆସି … Read more

ନୀତି ଆୟୋଗରେ ଓଡ଼ିଶାର ଦମଦାର ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ସହ ‘ବିକଶିତ ଓଡ଼ିଶା’ର ଏକ ଦୂରଦର୍ଶୀ ରୋଡମ୍ୟାପ୍ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରି ମୋହନ ମାଝୀ କହିଥିଲେ ଯେ, ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ଭାରତର ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେବା ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଦେଶକୁ ନୂଆ ଦିଗ … Read more

ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଚାମେଲି ଓଝାଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ

କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସାନ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ମହାକାଳପଡ଼ା ପୋଲିସ l ଗୁରୁବାର ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ପଶି ତାଙ୍କ ଭିଡିଓ ରେକର୍ଡ କରିବା, ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ପୋଲିସକୁ ମାଡ ମାରିବା ଅଭିଯୋଗରେ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି lପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଯାଇଥିବା ସରପଞ୍ଚ ଚାମେଲି ଓଝା ଓ ବିଡିଓଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଚାମେଲିଙ୍କୁ … Read more

ତଦନ୍ତ କମିଶନ ରିପୋର୍ଟ ହଜିବା ଘଟଣାରେ ବିଜେଡିକୁ ଦୋଷ ଦେଲା ବିଜେପି

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଚୋରି ହୋଇଥିବା ନେଇ ଥାନାରେ ଏତଲା ପରେ ଉଭୟ ରାଜ୍ୟ ସରକାର ଓ ବିଜେପି ସିଧାସଳଖ ପୂର୍ବତନ ବିଜେଡି ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।ବିଜେପି ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବ ବିଜେଡି ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି lଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଚୋରି ଏକ … Read more

ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମୁହାଁମୁହିଁ ଟଳିଲା ବଡ଼ ଅଘଟଣ

ଭୁବନେଶ୍ୱର:ଝାରପଡ଼ା ନିକଟସ୍ଥ ରେଲୱେ ବ୍ରିଜ ନିକଟରେ କୋଣାର୍କ ଏକ୍ସପ୍ରେସ ସହ ଅନ୍ୟ ଏକ ଚାରିଟି ଏସି କୋଚ ନେଇ ଆସୁଥିବା ଟ୍ରେନର ଧକ୍କା ହୋଇଛି।କୋଣାର୍କ ଏକ୍ସପ୍ରେସ ଯାତ୍ରୀଙ୍କୁ ଛାଡ଼ି ମଞ୍ଚେଶ୍ୱର ଡିପୋ ଆଡ଼କୁ ସଫେଇ ପାଇଁ ଯାଉଥିବା ବେଳେ ସେହି ଟ୍ରାକରେ ପୂର୍ବରୁ ଥିବା ସ୍ପେୟାରିଙ୍ଗ ଟ୍ରେନ ସହ ଧକ୍କା ହୋଇଛି। ଫଳରେ ଉଭୟ ଟ୍ରେନ ସାମ୍ନାରେ ଥିବା ଲକ ଭାଙ୍ଗି ଯାଇଛି। ସକାଳ ୯ଟା ୬ରେ ଦୁର୍ଘଟଣା ହୋଇଛି। ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। … Read more