ଗୋଟିଏ ଦିନରେ ବିଜେଡ଼ି ଛାଡ଼ିଲେ ୨ ବରିଷ୍ଠ ନେତା
ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଦୁଇ ଜଣ ବରିଷ୍ଠ ନେତା ବିଜେଡ଼ିର ହାତ ଛାଡ଼ିଛନ୍ତି । ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ ଏବଂ ପୂର୍ବତନ ବିଧାୟକ ଲାଲ ବିହାରୀ ହିମିରିକା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଦଳରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଦଳର ବହୁ ବରିଷ୍ଠ ନେତା । ଏହାରି ମଧ୍ୟରେ ଦଳର ଦୁଇ ବରିଷ୍ଠ ନେତା ବିଜେଡ଼ି ଛାଡ଼ିଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର … Read more