ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
ଦୁବାଇ : ଏସିଆ କପ୍ ୨୦୨୫ର ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାଜିତ କରି ଲଗାତାର ଦ୍ୱିତୀୟ ବିଜୟ ହାସିଲ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୨୭/୯ ରନ୍ ସ୍କୋର କରିଥିବା ବେଳେ ଭାରତ ୧୫.୫ ଓଭରରେ ୧୩୧/୩ରେ ଲକ୍ଷ୍ୟ ହାସଲ କରିଛି। ଏହି ଏକପାଖିଆ ବିଜୟରୁ ଭାରତ ସୁପର୍-୪ ରେ ପ୍ରବେଶ ପାଇଁ ଦାବିଦାର ହୋଇଛି। ପାକିସ୍ତାନର ବ୍ୟାଟିଂରେ ଭାରତୀୟ ସ୍ପିନରମାନେ ଅସାଧାରଣ ପ୍ରଦର୍ଶନ କରିଥିଲେ। କୁଲଦୀପ … Read more