ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ 

ନୂଆଦିଲ୍ଲୀ: ବୁଧବାର ସକାଳୁ ସକାଳୁ ଦିଲ୍ଲୀରେ ୫ଟି ଜଣାଶୁଣା ସ୍କୁଲକୁ ବୋ‌ମା ଧମକ ମିଳିବା ପରେ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିଲେ। ଇମଲେ୍ ଜରିଆରେ ଧମକ ମିଳିବା ପରେ ପୁଲିସ ଛାନ୍‌ଭିନ୍ କରିବାକୁ ସ୍କୁଲରେ ପହଞ୍ଚିଥିଲେ ବି କିଛି ମିଳିନଥିଲା। ଧମକପୂର୍ଣ୍ଣ ଇମେଲଟି କିଏ ପଠାଇଥିଲା ବୋଲି ଯାଞ୍ଚ କରାଯିବା ପରେ ଇମେଲଟି ଜର୍ମାନୀରୁ ଆସିଛି ବୋଲି ଜଣାପଡ଼ିଛି। ହେଲେ ପୁଲିସ ସନ୍ଦେହ କରୁଛି ଯେ, ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ) ବ୍ୟବହାର କରି ଅଭିଯୁକ୍ତ ନିଜ ପ୍ରକୃତ … Read more

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ୨୧ ଜୁଲାଇରୁ ଆରମ୍ଭ ହେଉଛି। ଏହି ମୌସୁମୀ ଅଧିବେଶନରେ ସରକାର ଆଠଟି ନୂତନ ବିଲ ଆଗତ କରିବେ। ଏଥିରେ ମଣିପୁରରେ ରାଷ୍ଟ୍ରପତି ଶାସନ ସହିତ ଜଡିତ ଏକ ବିଲ ମଧ୍ୟ ଅନ୍ତର୍ଭୁକ୍ତ। ସରକାର ମଣିପୁରରେ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏଥିରୁ ସ୍ପଷ୍ଟ ଯେ ସରକାରଙ୍କର ଏହି ଉତ୍ତର-ପୂର୍ବ ରାଜ୍ୟରେ ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ। ମଣିପୁରରେ ୧୩ ଫେବୃଆରୀରେ ରାଷ୍ଟ୍ରପତି ଶାସନ ଲାଗୁ … Read more

ସବୁ ବିମାନର ଯାଞ୍ଚ ହେବ ଇନ୍ଧନ ସ୍ଵିଚ୍:ଡିଜିସିଏର ନିର୍ଦ୍ଦେଶ

ଅହମ୍ମଦାବାଦର: ଜୁନ୍ ୧୨ରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଏବେ ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ (DGCA) ଖୁବ୍ ଶୀଘ୍ର ଏକ ନିର୍ଦ୍ଦେଶ ଜାରି କରିବାକୁ ଯାଉଛି। ଭାରତର ବିମାନ କମ୍ପାନୀଗୁଡ଼ିକୁ ଏଣିକି ସେମାନଙ୍କର ବୋଇଂ ୭୮୭ ବିମାନର ଇନ୍ଧନ ପ୍ରଣାଳୀ ଯାଞ୍ଚ କରିବାକୁ ପଡିବ। ଏୟାରକ୍ରାଫ୍ଟ ଦୁର୍ଘଟଣା ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିଶେଷକରି ବିମାନର ଇଞ୍ଜିନ୍ ସ୍ୱିଚ୍ ଇନ୍ଧନ … Read more

ଚୀନ୍‌ ଉପ ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୫ବର୍ଷ ପରେ ଚୀନ୍ ଉପରାଷ୍ଟ୍ରପତି ହାନ୍ ଝେଙ୍ଗଙ୍କୁ ଭେଟିଛନ୍ତି। ସେ ଭାରତ-ଚୀନ୍ ସମ୍ପର୍କକୁ ପୂର୍ବଭଳି ସ୍ୱାଭାବିକ କରିବା ଉପରେ ଗୁରୁତ୍ୱାରୋପ କରିଥିବା ଜଣାଯାଇଛି। ୨୦୨୦ ମସିହାରେ ପୂର୍ବ ଲଦାଖରେ ଥିବା ନିୟନ୍ତ୍ରଣ ରେଖାରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ପରେ ଏସ. ଜୟଶଙ୍କରଙ୍କର ଚୀନକୁ ଏହା ପ୍ରଥମ ଗସ୍ତ। ତେଣୁ ଏହାକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏସ. ଜୟଶଙ୍କର ଚୀନ୍‌ରେ ଆୟୋଜିତ ହୋଇଥିବା … Read more

ଅପରେସନ ସିନ୍ଦୂର ପରେ ବଢିଲା ‘ବ୍ରହ୍ମୋସ’ର ଚାହିଦା…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ, ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ବ୍ୟବହାର କରି ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି କ୍ଷେପଣାସ୍ତ୍ରର ସଫଳତା ପରେ, ଏବେ ସମଗ୍ର ବିଶ୍ୱ ଏହାର ଶକ୍ତିକୁ ସ୍ୱୀକାର କରୁଛି। ଏହି କାରଣରୁ ଅପରେସନ ସିନ୍ଦୂର ପରେ, ୧୪-୧୫ ଦେଶ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବାକୁ ଆଗ୍ରହ ଦେଖାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର କହିଛନ୍ତି ଯେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି କାରଣରୁ ସେବେଠାରୁ, ଏକ ଡଜନରୁ … Read more

ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

ହାଇଦ୍ରାବାଦ: ପୂର୍ବତନ ଭାଜପା ବିଧାୟକ ତଥା ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି। ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର କଙ୍କିପାଡୁରେ ୧୯୪୨ ମସିହା ଜୁଲାଇ ୧୦ରେ ଜନ୍ମଗ୍ରହଣ … Read more

ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନିତ କରିଛନ୍ତି ରାଷ୍ଟ୍ରପତି । ହାଇ-ପ୍ରୋଫାଇଲ ଆପରାଧିକ ମାମଲା ପରିଚାଳନା ପାଇଁ ଜଣାଶୁଣା ସରକାରୀ ଓକିଲ ଉଜ୍ଜ୍ୱଲ ଦେଓରାଓ ନିକମ, କେରଳର ଜଣେ ବରିଷ୍ଠ ସାମାଜିକ କର୍ମୀ ଏବଂ ଶିକ୍ଷାବିତ୍‌ ସି. ସଦାନନ୍ଦନ ମାଷ୍ଟେ, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ଖ୍ୟାତନାମା ମୀନାକ୍ଷୀ ଜୈନଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦(୧)(କ) ଏବଂ ଏହାର … Read more

ପ୍ରଥମ ଥରପାଇଁ ରେଳ ସୁରକ୍ଷା ବଳ (RPF) ସମ୍ଭାଳିବେ ଜଣେ ମହିଳା ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ RPF ର ସର୍ବୋଚ୍ଚ ପଦବୀ ଦିଆଯାଇଛି। ମଧ୍ୟପ୍ରଦେଶ କ୍ୟାଡରର ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରାଙ୍କୁ ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ (DG) ଭାବରେ ନିଯୁକ୍ତ କରାଯାଇଛି। ଶନିବାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ଏବଂ ସେ ୩୧ ଅକ୍ଟୋବର, ୨୦୨୬ରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଏହି ପଦବୀରେ … Read more

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାନବିକ : ବିଶେଷଜ୍ଞଙ୍କ ଦାବୀ

ନୂଆଦିଲ୍ଲୀ: ଅହମ୍ମଦାବାଦ ରେ ଘଟିଥିବା ବିମାନ ଦୁର୍ଘଟଣା ଜାଣିଶୁଣି ମାନବିକ କାର୍ଯ୍ୟାନୁଷ୍ଠାନର ପରିଣାମ ହୋଇଥାଇପାରେ ବୋଲି ଜଣେ ପ୍ରମୁଖ ବିମାନ ଚଳାଚଳ ନିରାପତ୍ତା ବିଶେଷଜ୍ଞ ମତ ଦେଇଛନ୍ତି। ଭାରତର ଅନ୍ୟତମ ଅଗ୍ରଣୀ ବିମାନ ଚଳାଚଳ ବିଶେଷଜ୍ଞ କ୍ୟାପ୍‌ଟେନ୍ ମୋହନ ରଙ୍ଗନାଥନ୍ ଇନ୍ଧନ କଟ୍‌ଅଫ୍ ସୁଇଚ୍ ଓ କକ୍‌ପିଟ୍ ଅଡିଓର କ୍ରମକୁ ଦର୍ଶାଇ କହିଛନ୍ତି ଯେ କକ୍‌ପିଟ୍‌ରେ ଜାଣିଶୁଣି ନିଆଯାଇଥିବା ପଦକ୍ଷେପ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ, ଏପରିକି ଆତ୍ମଘାତୀ ମଧ୍ୟ ହୋଇଥାଇପାରେ। ଡ୍ରିମ୍‌ଲାଇନର୍‌ ଇଞ୍ଜିନରେ ଇନ୍ଧନ ବନ୍ଦ … Read more

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ତ୍ରୁଟି ଦର୍ଶାଇଲେ ପୂର୍ବତନ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଏହାକୁ ଦେଶର ଅନେକ ପୂର୍ବତନ ମୁଖ୍ୟ ବିଚାରପତି ଏହି ବ୍ୟବସ୍ଥାକୁ ସାମ୍ବିଧାନିକ ଭାବେ ବୈଧ ବୋଲି ବିବେଚନା କରିଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜେ.ଏସ୍. ଖେହର ଏଥିରେ ଏକ ବଡ଼ ତ୍ରୁଟି ଧରିଛନ୍ତି। ଉଭୟେ ମିଳିତ ସଂସଦୀୟ କମିଟିକୁ ବିଲ୍‌ରେ ଏକ ଗ୍ରେ ଏରିଆ ନେଇ ଚିନ୍ତର ପ୍ରକଟ କରିଛନ୍ତି । ଉଭୟ … Read more