ବାହୁଡା଼ ଯାତ୍ରା ପାଇଁ ଭକ୍ତମୟ ଶ୍ରୀକ୍ଷେତ୍ର:ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
ପୁରୀ: ଆଜି ହେଉଛି ଆଷାଢ଼ ଶୁକ୍ଳପକ୍ଷ ଦଶମୀ(ବାହୁଡ଼ା ଦଶମୀ)। ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ l ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ଆଜି ସକାଳ ୪ଟାରେ ମଙ୍ଗଳ ଆଳତୀ, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ ରୋଷ ହୋମ ଶେଷ ହୋଇଛି । ଏହା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ୬ଟା ୪୫ ମଧ୍ୟରେ ଖେଚୁଡ଼ି ଭୋଗ ଲାଗି … Read more