ଓଡ଼ିଶାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ: ମନମୋହନ ସାମଲ
ଭୁବନେଶ୍ଵର: ଆଗାମୀ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଜୋରଦାର ଲଢ଼ାଇ କରିବାକୁ ପ୍ରସ୍ତୁତ। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ବୈଠକରେ ସାମିଲ ହୋଇ ଓଡ଼ିଶା ଫେରିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ସନ୍ଧ୍ୟାରେ ଏହା କହିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ସାମଲ କହିଛନ୍ତି, ଦିଲ୍ଲୀ ବୈଠକରେ ଓଡ଼ିଶାର ରଣନୀତି ନେଇ ଚର୍ଚ୍ଚା ଓ ଆଲୋଚନା ହୋଇଛି। ରଣନୀତି ସଂପର୍କରେ ଆମେ କେନ୍ଦ୍ରୀୟ ନେତୃତ୍ବକୁ ଅବଗତ କରିଛୁ। ରଣନୀତି … Read more