ହୀରାକୁଦ ସୁରକ୍ଷା ପାଇଁ ନିର୍ମାଣ ହେବ ୫ଟି ସ୍ପିଲୱେ
ଭୁବେନଶ୍ୱର: ଦୁର୍ବଳ ହୀରାକୁଦକୁ ବିପଦ ବଢୁଛି । କିନ୍ତୁ ଡ୍ୟାମ୍ର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏବେ ସ୍ପିଲ୍ୱେ ନିର୍ମାଣ ପାଇଁ ପ୍ରସ୍ତୁତିପର୍ବ ଶେଷ କରିଛନ୍ତି ସରକାର । ଏହା କେବଳ ହୀରାକୁଦର ଆୟୁଷ ବଢ଼ାଇବନି ବରଂ ଜଳଧାରଣ କ୍ଷମତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବ । ଦୁର୍ବଳ ହେଉଛି ହୀରାକୁଦ । କମିଲାଣି ଜଳଧାରଣ କ୍ଷମତା । ବୟସ ବଢ଼ିବା ସହ ହୀରାକୁଦ ବନ୍ଧର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଦେଖାଦେଲାଣି । ବିଶେଷଜ୍ଞଙ୍କମାନେ ହୀରାକୁଦକୁ ନେଇ ଅନେକଥର ସତର୍କ … Read more