ସରକାର ନକ୍ସଲବାଦ ଦମନ କରିବାକୁ ସଙ୍କଳ୍ପ ନେଇଛନ୍ତି: ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଏଥର ମୌସୁମୀ ଋତୁରେ ମଧ୍ୟ ମାଓବାଦୀମାନଙ୍କୁ ଶୋଇବାକୁ ଦିଆଯିବ ନାହିଁ। ସୁରକ୍ଷା ବାହିନୀର ଅଭିଯାନ ମୌସୁମୀ ସମୟରେ ମଧ୍ୟ ଜାରି ରହିବ। ସେ ମାଓବାଦୀମାନଙ୍କୁ ହତିଆର ପକାଇ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ କହିଛନ୍ତି ଯେ, ମାଓବାଦୀଙ୍କ ସହ କୌଣସି ଆଲୋଚନାର ଆବଶ୍ୟକତା ନାହିଁ। ଛତିଶଗଡ଼ରେ ଏକ ଉଚ୍ଚସ୍ତରୀୟ ବୈଠକରେ ଶାହ କହିଛନ୍ତି ଯେ, ଅନ୍ୟ ବର୍ଷଗୁଡ଼ିକରେ ମୌସୁମୀ … Read more