ଅଭିନେତା ମୋହନଲାଲଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ନୂଆଦିଲ୍ଲୀ: ମଲାୟାଲାମ୍ ସିନେ ତାରକା ମୋହନଲାଲ ବିଶ୍ୱନାଥନ ୨୦୨୩ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋହନଲାଲ ଦାଦାସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ ହେବେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଚୟନ କମିଟି ମୋହନଙ୍କ ନାମରେ ମୋହର ମାରିଛି । ସେପ୍ଟେମ୍ବର ୨୩ରେ … Read more