ଯାତ୍ରୀଙ୍କୁ ମାଡମାରିବା ଘଟଣା,‘ଆମ ବସ’ କଣ୍ଡକ୍ଟରକୁ ବହିଷ୍କାର କଲା CRUT
ଭୁବନେଶ୍ବର: ଯାତ୍ରୀଙ୍କୁ ମାଡମାରିବା ଘଟଣା ରେ ‘ଆମ ବସ’ କଣ୍ଡକ୍ଟରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି CRUT । ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏପରିକି ଏହି ଘଟଣା ପାଇଁ CRUT ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ କରିଛି। ଅନ୍ୟପକ୍ଷେ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ଗୁରୁବାର ୨୮ ନଂ ରୁଟ୍ରେ ଏକ ଅପ୍ରିତିକର ଘଟଣା ଘଟିଥିଲା। … Read more