ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ-
ଭୁବନେଶ୍ୱର: ରାଜଧାନୀରେ ଝାଡଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ । ରାଣୀ ମହୁମାଛି ସମେତ ୨ ଦଲାଲ ଓ ଘର ମାଲିକଙ୍କୁ ଗିରଫ କଲା କମିସନରେଟ ପୋଲିସ୍ । ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରାପିଡୋ ବୁକ୍ କରି ପଠେଇଥିଲେ କିଙ୍ଗପିନ ମଞ୍ଜୁ ସେଠୀ । ପୋଲିସ ତଦନ୍ତ କରି ସଂପୃକ୍ତ ଦୋଷୀମାନଙ୍କୁ ଗିରଫ କରିଛି । ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଛାଡି ଦେଇ ଚାଲିଯାଇଥିଲା ମଞ୍ଜୁ ସେଠୀ । ହସ୍ପିଟାଲରେ ନାବାଳିକାଙ୍କୁ ଛାଡି ଥିବା … Read more