ମୋକିମ,ଚିରଞ୍ଜୀବ ଓ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଉପରୁ ହଟିଲା ନିଲମ୍ବନ
ଭୁବନେଶ୍ଵର: : ୨୪ ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ଉଦ୍ଧେଶ୍ୟରେ ଓଡିଶା କଂଗ୍ରେସ ତାର ଘର ସଜାଡିବାରେ ବ୍ୟସ୍ତ । ନୂଆ କଂଗ୍ରେସ ପ୍ରଭାରି ଅଜୟ କୁମାର ଯୋଗ ଦେବାପରେ ଦଳରୁ ଦୂରେଇ ରହିଥିବା ନେତା କେମିତି ଘର ବାହୁଡ଼ା କରିବେ ସେନେଇ ମାନସମନ୍ଥନ କରିବା ପରେ ଗୁରୁତ୍ବପୂର୍ଣ ପଦକ୍ଷେପ ନେଉଛି ହାତ ଦଳ । ଆଜି ସେଇଥି ପାଇଁ ତ ଆଜି କଂଗ୍ରେସରୁ ନିଲମ୍ବନ ହୋଇଥିବା ତିନି ହେଭିୱେଟ୍ ନେତାଙ୍କ ଉପରୁ ଉଠିଛି ନିଲମ୍ବନ … Read more